।। ବିଜେଡି କୁ ଗ୍ରାମ ବାସି ଜବାବ ମାଗିଲେ ଅଞ୍ଚଳ ବସି ।।

Apr 27, 2024 - 16:30
 0  212
।। ବିଜେଡି କୁ ଗ୍ରାମ ବାସି ଜବାବ ମାଗିଲେ ଅଞ୍ଚଳ ବସି  ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଝାପି ପଞ୍ଚାୟତରେ ବିଜେଡି ଦଳ ଗସ୍ତ କରିଥିଲେ ତଳଝାପି ପଂଚାୟତ ସେହିଠାରେ ଏମେଲ ପ୍ରଦୀପ କୁମାର ଦିଶାରୀ କୁ ଗତ ୫ ବର୍ଷ ରେ କଣ କଣ କରି ଛନ୍ତି ତାହାର ଜବାବ ମାଗିଲେ କଂଗ୍ରେସ ସଭାପତି ସହିତ ଦଳିଆ ପାଟି ଜବାବ ଦେଇନପାରି ମୁହଁଲୁଚାଇ ଫେରିଗଲେ!

 ଥୁଆମୂଳ ରାମପୁର ବ୍ଲକ ରୁ ବାଲେଶ୍ୱର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ