।। ବାର୍ଷିକ ଉତ୍ସବ ପାଳନ ହାୟର ସେକେଣ୍ଡାରି ସ୍କୁଲ, ଥୁରିଆ ।।

Feb 3, 2024 - 16:17
 0  23
।। ବାର୍ଷିକ ଉତ୍ସବ ପାଳନ ହାୟର ସେକେଣ୍ଡାରି ସ୍କୁଲ, ଥୁରିଆ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଥୁରିଆ ହାୟର ସେକେଣ୍ଡାରି ସ୍କୁଲ,ବାର୍ଷିକ ଉତ୍ସବ ପାଳନ ହଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା - ଶ୍ରୀ ସୁଧୀର ଗୁଣ୍ଠା, ବରିଷ୍ଠ ଶିକ୍ଷକ ସହୋଯୋଗ ଶିକ୍ଷକ ଓ ଶିକ୍ଷୟିତ୍ରୀ - ଶ୍ରୀମତୀ ରୀନା ରନ୍ଧାରୀ, ଶ୍ରୀ ବିମଲ ଦତ୍ତ, ଶ୍ରୀ ରାମଚନ୍ଦ୍ର ପାଇକରାୟ, ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ ସରୋଜ ବଡ଼ନାୟକ, ଶ୍ରୀମତି ନମିତା ନାୟକ, ଶ୍ରୀମତୀ ସୁରଂଜିତା ଜାନି "ଉପଯୁକ୍ତ ଶିକ୍ଷା ହିଁ ସମାଜ ପ୍ରତି ଦାୟିତ୍ୱବୋଧର ଚେତନା ଆଣିବାରେ ସହାୟକ ହୋଇଥାଏ " - ଶ୍ରୀମତୀ କଳ୍ପନା ପାଙ୍ଗି, ପଟାଙ୍ଗି ବ୍ଲକ ଚେୟାରମ୍ୟାନ, ପ୍ରଧାନଶିକ୍ଷକ ଶ୍ରୀ ଜାନିଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ବିତରଣ ମୁଖ୍ୟବକ୍ତା ଶ୍ରୀ ନାୟକ ପ୍ରଧାନଶିକ୍ଷକ ଙ୍କ ଦ୍ୱାରା ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତର କାର୍ଯ୍ୟନିର୍ଧାରଣରେ ଧର୍ଯ୍ୟ, ସାହସ ଓ ସଂଯମତାର ଆବଶ୍ୟକତା ଉପରେ ଆଲୋକପାତ କରି ଆଗାମୀ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ lମୁଖ୍ୟଅତିଥି - ଶ୍ରୀମତୀ କଳ୍ପନା ପାଙ୍ଗି, ପଟାଙ୍ଗି ବ୍ଲକ ଚେୟାରମ୍ୟାନ ମୁଖ୍ୟବକ୍ତା - ଶ୍ରୀ କୁରୁକ୍ଷେତ୍ର ନାୟକ, ପ୍ରଧାନଶିକ୍ଷକ ପଟାଙ୍ଗି ନୋଡାଲ ହାଇସ୍କୁଲ ସମ୍ମାନିତ ଅତିଥି - ଶ୍ରୀ ପ୍ରଫୁଲ୍ଲ ପାଙ୍ଗି, ପୁରାତନ MLA ଶ୍ରୀ ଗଦୁରୁ ଖରା, SMC ସ୍କୁଲ ,ପ୍ରେସିଡେଣ୍ଟ ଶ୍ରୀ ଅନିଲ ସେଠି, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପଟାଙ୍ଗି ଶ୍ରୀ ରଂଜିତ ପାଙ୍ଗି, ସମାଜ ସେବି, ପଟାଙ୍ଗି ଶ୍ରୀ ସାମ ଖିଲ, ସାମ୍ବାଦିକ ଶ୍ରୀ ରୁଷି ପ୍ରଧାନ, ଭାରପ୍ରାପ୍ତ ପ୍ରିନସିପାଲ, HSS,ଥୁରିଆ ସଭାପତି - ଶ୍ରୀ କୃପପ୍ରସାଦ ଜାନି, ପ୍ରଧାନଶିକ୍ଷକ HSS, ଥୁରିଆ ।

କୋରାପୁଟ ଜିଲ୍ଲାରୁ ରୁପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ