।।ବଡ଼ ଖବର BREAKING NEWS ।।ପୁରୀ ରେଳଷ୍ଟେସନର RPF ଥାନା ନିକଟ ୱାସିଂଲାଇନ୍‌ରେ ଅଗ୍ନିକାଣ୍ଡ।।

Mar 23, 2023 - 23:42
 0  12
।।ବଡ଼ ଖବର BREAKING NEWS ।।ପୁରୀ ରେଳଷ୍ଟେସନର RPF ଥାନା ନିକଟ ୱାସିଂଲାଇନ୍‌ରେ ଅଗ୍ନିକାଣ୍ଡ।।

।।ବଡ଼ ଖବର BREAKING NEWS.।। ପୁରୀ ରେଳଷ୍ଟେସନର RPF ଥାନା ନିକଟ ୱାସିଂଲାଇନ୍‌ରେ ଅଗ୍ନିକାଣ୍ଡ। ୨୪ ଓ ୨୫ ନମ୍ବର ୱାସିଂ ଲାଇନ୍‌ରେ ଇନଭର୍ଟର ସର୍ଟସର୍କିଟରୁ ଲାଗିଲା ନିଆଁ। RPG, GRP, ୱାସିଂଲାଇନ୍ କର୍ମଚାରୀଙ୍କ ସହ ଦମକଳ ବାହିନୀ ଦ୍ଵାରା ତୁରନ୍ତ ନିଆଁ ଆୟତ୍ତ ଯୋଗୁଁ ବଡ଼ ଅଘଟଣରୁ ରକ୍ଷା ପାଇଗଲା ଷ୍ଟେସନ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ