।। ନବ ନିର୍ମାଣ କୃଷକ ସଙ୍ଘଠନ ର ବୈଠକ ଅନୁଷ୍ଠିତ ।।

Aug 7, 2023 - 16:25
 0  75
।। ନବ ନିର୍ମାଣ କୃଷକ ସଙ୍ଘଠନ ର ବୈଠକ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୋଷାବରା ଗ୍ରାମ ର ହେଲୋ ପଏଣ୍ଟ ଠାରେ ନବ ନିର୍ମାଣ କୃଷକ ସଙ୍ଘଠନ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି l

ଏଥିରେ.ବ୍ଲକ କମିଟି ର କର୍ମକର୍ତା ଚୟନ କରାଯାଇଥିଲା l ସଭାପତି ଭାବେ କୃଷ୍ଣ ଚନ୍ଦ୍ର ନାଏକ, ଉପ ସଭାପତି ମଳୟ ନାଏକ, ସମ୍ପାଦକ ପ୍ରଦୀପ କୁମାର ନାଏକ, ସହ ସମ୍ପାଦକ ଅନନ୍ତ ନାଏକ ପ୍ରମୁଖ ବ୍ଲକ କମିଟି ର କର୍ମକର୍ତା ଭାବରେ ଚୟନ ହୋଇ ଥିଲେ l

ଏହି କାର୍ଯ୍ୟକ୍ରମ ରେ ଚାରିଗୋଟି ପଞ୍ଚାୟତ ର ଷାଠିଏ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ l

ଜିଲ୍ଲା ସଭାପତି ଲିଙ୍ଗରାଜ ପ୍ରଧାନ, ଜିଲ୍ଲା ସଦସ୍ୟ ହିତେଶ କୁମାର ନାଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତ ବ୍ଲକ ରେ ନବ ନିର୍ମାଣ କୃଷକ ସଙ୍ଘଠନ କୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ