।। ଗୋପାଳପୁର କନ୍ୟା ଆଶ୍ରାମ ସ୍କୁଲ, ଗ୍ରାମବିକାସ ଶିକ୍ଷାନିକେତନ ସ୍କୁଲ ଏବଂ ପେଟ୍ରୋଲ ପମ୍ପ ଠାରେ ଅଗ୍ନିଶମ ବିଭାଗ ର ମକଡ୍ରିଲ ।।

Oct 1, 2023 - 07:14
 0  97
।। ଗୋପାଳପୁର କନ୍ୟା ଆଶ୍ରାମ ସ୍କୁଲ, ଗ୍ରାମବିକାସ ଶିକ୍ଷାନିକେତନ  ସ୍କୁଲ ଏବଂ ପେଟ୍ରୋଲ ପମ୍ପ  ଠାରେ ଅଗ୍ନିଶମ ବିଭାଗ ର ମକଡ୍ରିଲ ।।

ଥୁଆମୂଳ ରାମପୁର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର କନ୍ୟା ଆଶ୍ରମ, ଗ୍ରାମବିକାଶ ଶିକ୍ଷା ନିକେତନ ଏବଂ ପେଟ୍ରୋଲ ପମ୍ପ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିପର୍ଜୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆକଷ୍ମିକ ଭାବେ ନିଆଁ ଲାଗିଲେ ନିଆଁ କୁ କିଭଳି ଆୟତ୍ତ କରାଯିବ ଏବଂ ବିପର୍ଜୟ ସମୟରେ ଯୁବ ଗୋଷ୍ଟିଙ୍କ ଭୂମିକା ସେ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଥିଲା ।

ଏଥିରେ ଅଗ୍ନିଶମ ଅଧିକାରୀ ହାବିଲଦାର ବନମାଳି ପୂଜାରୀ , ହାବିଲଦାର ସୁନିଲ କୁମାର ବେହେରା, ଫାୟାର ମ୍ୟାନ ରଂଜିତ ଖଣ୍ଡଗିରୀ , ପ୍ରସିଦ୍ଧ ପ୍ରଧାନ, ଲକ୍ଷ୍ମଣ ଧରୁଆ, ଏସ ଏ ଅର ଇସଲାମ,ମହେଶ୍ୱର ବେହେରା,ଗୁପ୍ତେଶ୍ୱର କୁଁଅର,ଗଡିଚାଳକ ଶିବ କିଷାନ ଏବଂ ଗୋପାଳପୁର କନ୍ୟ ଆଶ୍ରମ ସ୍କୁଲ,ଗ୍ରାମବିକାସ ଶୀକ୍ଷା ନବକେତନ ଏବଂ ପେଟ୍ରୋଳ ପମ୍ପ ର ସମସ୍ତ ସଦସ୍ୟ ଏବଂ ଛାତ୍ର ଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ବିଭୀନ୍ନ ନିଆଁ ଲିଭାଇବା ,ବନ୍ୟା ବାତ୍ୟା ର ମୁକାବିଲା କରିବାର କୌଶଳ ର ସୀକ୍ଷା ଦିଆଜାଇ ଥିଲା।

 କଳା ହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ