।। ଗାଁ ରେ ବିଦ୍ୟାଳୟ ର ସଚେତନତା ।।

Jul 2, 2023 - 11:55
 0  37
।। ଗାଁ ରେ ବିଦ୍ୟାଳୟ ର ସଚେତନତା  ।।

ପ୍ରାଥମିକ ବିଦ୍ୟାଳୟ ର ପରିସ୍ଥିତି କହିଲେ ନସରେ ଦୁଃଖରକରଣ ଏହା ଦେଖିବାକୁ ମିଳିଛି ଜୟପାଟଣା ବ୍ଳକ, ବଡକର୍ଲାକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିଲେଇଯୋର ପ୍ରାଥମିକ ବିଦ୍ୟାଳୟ ରେ ଆଜି ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ଉନିଫର୍ମ ବାଣ୍ଟି ଦିଆଯାଇଛି ଆସନ୍ତୁ ଦେଖିବା ଏହି ବିଦ୍ୟାଳୟ ର ପାଇଖାନା, ପାନୀୟ ଜଳ ଠାରୁ ଅନେକ ସମସ୍ୟା ଏଠାରେ ଶିକ୍ଷକ ଙ୍କ ସହ ବିଦ୍ୟାଳୟ ର ସଭାପତି ଙ୍କ ଦୃଢ଼ ମନଭାବ ରେ କାର୍ଯ୍ୟ କୁ ତୁଲାଇବା ସତ୍ତେ ମଧ୍ୟ ଦେଖିବାକୁ ମିଳିଛି ଭଙ୍ଗା ପାଇଖାନା ବାରଣ୍ଡା ହିନ ବିଦ୍ୟାଳୟ , ଶିକ୍ଷାଗତ ହିନ, ଗାଁ ଲୋକେ କହିବାରୁ ଜଣାପଡିଛି ବିଦ୍ୟାଳୟ ର ସମସ୍ୟା ଅନେକ ଥର ଅଫିସର୍ ବାବୁ ଙ୍କୁ ଜଣାଇବା ସତ୍ତ୍ବେ ମଧ୍ୟ ସମାଧାନ ହେଇ ପାରୁ ନାହିଁ , ଆମ ବିଦ୍ୟାଳୟ ର ସମାଧାନ ହେଲା କି ଆଜ୍ଞା ବୋଲି ପଚାରିଲେ ହଁ ହେଇ ଯାଇଛି ଆଉ କିଛି ଦିନ ମଧ୍ୟରେ ହେଇଯିବ ଚିନ୍ତା କରନ୍ତୁ ନାହିଁ ବୋଲି ଗାଁ ଲୋକଙ୍କୁ ଅଫିସର୍ ବାବୁ ମାନେ କହିବା ଜଣାପଡିଛି ହେଲେ ଆଜିର ୨୦୨୩ ମସିହା 5ଟି ବିଦ୍ୟାଳୟ ର ଉନ୍ନତି ପରେ ମଧ୍ୟ ସିଲେଇଯୋର ପ୍ରାଥମିକ ବିଦ୍ୟାଳୟ ସେମିତି ପଡ଼ି ରହିଛି ଯେମିତି ଦଶ ବର୍ଷ ପୂର୍ବେ ଥିଲା ଏହି ସବୁ ପ୍ରଶାସନ ଦେଖି ମଧ୍ୟ କିଛି ପଦକ୍ଷେପ ନେଉ ନଥିବା ଦେଖିବାକୁ ମିଳିଛି, ଏଥିପାଇଁ ଦାୟୀ କିଏ ଏହିଭଳି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ପାଠ ପଢି କେତେ ଶିକ୍ଷା ଅର୍ଜନ କରିବେ ଏବଂ କେତେ ଉନ୍ନତି ପଥ କୁ ଗତି କରିବେ ଆପଣ ମାନେ ଦେଖିପାରୁଥିବେ ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ