।। ଅଙ୍ଗନବାଡି ମାନଙ୍କୁ ପୋଷଣ ପକୱାଡ଼ା ତଇଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ l।

Apr 4, 2023 - 16:54
Apr 4, 2023 - 19:51
 0  60
।। ଅଙ୍ଗନବାଡି ମାନଙ୍କୁ ପୋଷଣ ପକୱାଡ଼ା ତଇଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ l।

ତାରିଖ 04.04.23 ରାଜୁପୁଟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୁବାଇ ସେକ୍ଟର ଅଙ୍ଗନବାଡି ସୁପରଭାଇଜର ଶ୍ରମତି ଉର୍ମିଳା ରାଣୀ ଘୋଷ ଏବଂ ରାଜୁପୁଟ ସେକ୍ଟର ସୁପରଭାଇଜର ଶ୍ରୀମତୀ ହୀରାମଣି ସାନ୍ତା ସୁପରଭାଇଜର ଶ୍ରୀମତୀ ସାରଦା କୁମାରୀ ଅଙ୍ଗନବାଡି ମାନଙ୍କୁ ପୋଷଣ ପକୋଡା ଟଇଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଅଦରକାରୀ ବର୍ଜବସ୍ତୁରେ ଭିବନ୍ନ ପ୍ରକାର ପାମ୍ପରିକ ଖେଳେନା ପ୍ରସ୍ତୁତି କରି ପ୍ରଦର୍ଶନ କରିଛନ୍ତି l ଯିଏ ଭଲ କରିଛି ତାଙ୍କୁ ପ୍ରଥମ ଦ୍ୱତୀୟ ତୃତୀୟ ମାନପତ୍ର ସହ ଟ୍ରଫି ପ୍ରାଦନ କରାଗଲା l ସୁବାଇ ସେକ୍ଟର ପ୍ରଥମ ଗୁଣ୍ଠାଗୁଡା ଦୈମତି ଗୁଣ୍ଠା ରାଜୁପୁଟ ପ୍ରଥମ ଝରାପୁଟ ସେଣ୍ଟର ସୂର୍ଯ୍ୟମଣି ଖିଲ ଦ୍ୱତୀୟ ସ୍ଥାନ ସୁବାଇ ସେକ୍ଟର ସୁବାଇ 2 ବାସନ୍ତୀ ପୂଜାରୀ ରାଜୁପୁଟ ସେକ୍ଟର ଦ୍ୱତୀୟ ସ୍ଥାନ କାଙ୍ଗ୍ରା 2 ମମତା କାଡମ ତୃତୀୟ ସ୍ଥାନ ସୁବାଇ ସେକ୍ଟର କେ. ଗୁଣ୍ଠାପୁଟ ରୁମଣୀ ଭତ୍ରା ତୃତୀୟ ସ୍ଥାନ ରାଜୁପୁଟ ସେକ୍ଟର ପୂଜାରୀପୁଟ ସୁନିତା ଜାନି ଏହି ମାନଙ୍କୁ ମାନପତ୍ର ସହ ଟ୍ରଫି ମୁଖ୍ୟ ଅତିଥି ରାଜୁପୁଟ ସରପଞ୍ଚ ଶ୍ରୀ ପିତାମ୍ବର କିର୍ସାନି ପ୍ରଦାନ କରିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ