।। ୪ ସାମ୍ବାଦିକ ଙ୍କୁ ସେବା ସମ୍ମାନ ।।

Oct 6, 2024 - 19:37
 0  8
।। ୪ ସାମ୍ବାଦିକ ଙ୍କୁ ସେବା ସମ୍ମାନ ।।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୪ ଜଣ ସାମ୍ବାଦିକ ଙ୍କୁ ଭରସା ପରିବାରର ତୁତୀୟ ବାର୍ଷିକ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଉତ୍ସବ ଅବସରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି ମୟୂରଭଂଜ ଜିଲ୍ଲା କରଞ୍ଜିଆ ସ୍ଥିତ ରାଣୀ ଶକ୍ତି ମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ଆୟୋଜିତ ସଭାକୁ ପାର୍ଥ ସାରଥି ବେଜ ସଂଯୋଜନା କରିଥିବା ବେଳେ ଭରସା ପରିବାରର ରାଜ୍ୟ ସଭାପତି ଲମ୍ବୋଧର ମାହାନ୍ତ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ଉପ ଜିଲ୍ଲାପାଳ ପ୍ରେମାଂଶୁ ଚନ୍ଦ , ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ମେଜର ଡି ଏନ ଦାସ୍ , ସମ୍ମାନିତ ଅତିଥି ଭାବେ ସୁବ୍ରତ କୁମାର , ସାମ୍ବାଦିକ କର୍ଣ୍ଣାଜୁନ ସାହା , ଦିବ୍ୟ ସାହୁ ଶିବ ଶଙ୍କର ମିଶ୍ର ଭରସା ପରିବାର ଉପ ଦେଷ୍ଟା ପ୍ରତାପ ରାଇ ଷ୍ଟିଲ ସିଟି ,ସାଧାରଣ ସମ୍ପାଦକ ବେଣୁଧର ମହନ୍ତ, ସଭା ନେତ୍ରୀ ମାଳତୀ ମହନ୍ତ ଉପ ସଭାନେତ୍ରୀ ରଞ୍ଜନା ମହନ୍ତ କଷାଦକ୍ଷ ବୁଧୁ ରାମ ମହନ୍ତ, ଭରତ ଚନ୍ଦ୍ର ମହନ୍ତ , କେଦାର ମହନ୍ତ, ମନଜ ମହନ୍ତ, ଭାରତୀ ଭୋଇ, ସୋଞ୍ଜ ଯୋକ ଡମ୍ବରୁ ଧର ମହନ୍ତ ,ଓ ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ , ପାଟଣା ନ୍ୟୁଜ୍ ସେଭେନ ପ୍ରତିନିଧି ସନ୍ତୋଷ କୁମାର ପତି ପାଟଣା ପ୍ରମେୟ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ମହାନ୍ତ , ଧରିତ୍ରୀ ପ୍ରତିନିଧି ବୀରକିଶୋର ଦାସ୍ ଙ୍କୁ ସେବା ସମ୍ମାନ ୨୦୨୪ ରେ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ ଏହି କାର୍ଯ୍ୟକ୍ରମରେ ଭରସା ପରିବାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ