।। ୟୁ. ସି. ସି. ବିଲକୁ ଉଛେଦ ପାଇଁ ତହସିଲଦାରଙ୍କଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦେଲେ ଦାବୀ ପତ୍ର ।।

Jul 19, 2023 - 12:42
 0  28
।। ୟୁ. ସି. ସି. ବିଲକୁ ଉଛେଦ ପାଇଁ ତହସିଲଦାରଙ୍କଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦେଲେ ଦାବୀ ପତ୍ର ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ତହସିଲଦାର ଙ୍କଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ୟୁ. ସି. ସି ବିଲ କୁ ନେଇ ଅଶୋନ୍ତୋଷ ତେଣୁ ବ୍ଲକ ଆଦିବାସୀ ସଙ୍ଘ ର ସଭାପତି ସନାତନ ମାଝୀ ଙ୍କ ସହ ସଙ୍ଘ ର କର୍ମକର୍ତା ଏବଂ ଜନସାଧାରଣ ମିଳିତ ହୋଇ ତହସିଲଦାର ଙ୍କୁ ଦାବିପତ୍ର ଦେଇଥିଲେ l

ସମସ୍ତ ଧାର୍ମିକ ଓ ଆଦିବାସୀ ସମ୍ପ୍ରଦାୟ ପାଇଁ ସେମାନଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ସମ୍ପତି, ବିବାହ, ଉତାରଧିକାରୀ,ପୋଷ୍ୟ ସନ୍ତାନ,ଇତ୍ୟାଦି ରେ ପ୍ରଯୁଜ୍ୟ ହେବ ବୋଲି କୁହାଯାଇଛି,କିନ୍ତୁ ଆଦିବାସୀ ବର୍ଗ ପାଇଁ ଏହା ସ୍ୱାଗତ ଯୋଗ୍ୟ ନୁହେଁ l

ଯେଉଁ ଆଦିବାସୀ ମାନେ ଜଙ୍ଗଲ, ପର୍ବତଓ ଗ୍ରାମରେ ବସବାସ କରି ଜୀବନ ବିତାଉଛନ୍ତି ତାଙ୍କ ଭାଷା,ସଂକୃତି, ରୀତିନୀତି, ଚାଲିଚଳଣି ,ପର୍ବ ପର୍ବାଣି, ବିବାହ ପୂଜା ପଦ୍ଧତି ଭିନ୍ନ l

ତେଣୁ ଆଦିବାସୀ ଙ୍କ ସ୍ୱତନ୍ତ୍ରତା ଓ ସ୍ୱାଧୀନତା ଉପରେ ସମାନ ନାଗରିକ ସଂହିତା ଅଙ୍କୁଶ ଲଗାଇ ତାଙ୍କ ପରମ୍ପରାକୁ ଶେଷ କରିବା ପାଇଁ ଏ ଏକ କେନ୍ଦ୍ର ସରକାର ଷଡଯନ୍ତ୍ର ବୋଲି କହିଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ