।। ସୁଦେଶ କୁମାର ମୋଖତା (ଆଇଏଏସ) ଙ୍କ ନୂଆପଡା ଜିଲ୍ଲାର ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ ।।

Apr 25, 2024 - 21:03
 0  19
।। ସୁଦେଶ କୁମାର ମୋଖତା (ଆଇଏଏସ) ଙ୍କ ନୂଆପଡା ଜିଲ୍ଲାର ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ ।।

ନୂଆପଡା : ଆସନ୍ତା ମେ ୧୩ ତାରିଖରେ ଓଡିଶାରେ ପ୍ରଥମ ପାର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଏହି ପର୍ଯ୍ୟାୟରେ ନୂଆପଡା ଜିଲ୍ଲାରେ ମେ ୧୩ରେ ମତଦାନ ହେବ । ଏନେଇ ଆଜି ସୁଦେଶ କୁମାର ମୋଖତା ନୂଆପଡା ଜିଲ୍ଲାର ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଛନ୍ତି । ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ହେମକାନ୍ତ ସାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିର୍ବାଚନୀ ସମୀକ୍ଷା ବୈଠକରେ ଯୋଗଦାନ କରି ଜିଲ୍ଲାରେ ନିର୍ବାଚନ ଦାୟୀତ୍ବରେ ଥିବା ନୋଡାଲ ଅଫିସର ମାନଙ୍କ ସହିତ ସାକ୍ଷାତ କରି ଜିଲ୍ଲାରେ ନିର୍ବାଚନକୁ ଅବାଧ ମୁକ୍ତ ଓ ଶାନ୍ତିପର୍ବ ଭାବରେ ପରିଚାଳିତ କରିବା ପାଇଁ ପରାମର୍ଶ ଦେଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ