।। ସୁକୁମା ଜଡିତ ମୁଖ୍ୟ ରାସ୍ତା ଉପରେ ପଡ଼ିଲା ବିରାଟ ଗଛ ।।
ମାଲକାନଗିରି:-ତା:-୦୩/୦୯/୨୫ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା (ବିଜୟ ସୋଡି) ମାଲକାନଗିରି ରୁ ସୁକୁମା ଜଡିତ ମୁଖ୍ୟ ରାସ୍ତା ଉପରେ ଏକ କେନ୍ଦୁ ଗଛ ପଡିକି,ଉଭୟ ପାର୍ଶ ରେ ଗେରିକି ରଇଛି ଏବଂ ସୁକୁମା ରୁ ମାଲକାନଗିରି, ମାଲକାନଗିରି ରୁ ସୁକୁମା ଯାତାୟତ କରୁଥିବା ଯାତ୍ରୀ ଵା ଯାନ ବାହାନ ଯିବା ଆସିବା ରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0