।। ସରକାରି ଏସ୍ ଏସ୍ ଡି ଉଚ୍ଚ ମାଧୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ।।

ବର୍ତ୍ତମାନ ର ଛାତ୍ର ଛାତ୍ରୀ ହେଉଛି ଭାବିଶ୍ଵତ୍ ର ଦେଶର ବିକାଶ । ଯୁବ ବିକାଶ ହେଉଛି ଆଜିର ଯୁବପିଡି ତାଙ୍କର ବର୍ତ୍ତମାନ କୁ ନେଇ ଆଗାମୀ ଭବିଶ୍ଵତ୍ ରେ କିଭଳି ପ୍ରଗତି ପଥେ ଗତି କରିବେ ଏବଂ ଏହି ଅମୂଲ୍ୟ ସମୟ କୁ ସୁବିନିଯୋଗ କରି ତାଙ୍କର ନିଜର ବିକାଶ ସଙ୍ଗେ ସଙ୍ଗେ ଗାଁ ର ସମାଜ ର ବିକାଶ ତତ୍ସହିତ ଦେଶର ମଧ୍ୟ ବିକାଶ କେମିତି ଆଗେଇବ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଖଳିଆଭଟା ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧୟମିକ ବିଦ୍ୟାଳୟ ରେ ଆଜି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହି ଉତ୍ସବଟି ସମବାର ଦିନ ୧୧.୧୨.୨୦୨୩ ଠାରୁ ୧୪.୧୨.୨୦୨୩ ଗୁରୁବାର ପର୍ୟ୍ୟନ୍ତ ଚାଲୁ ରହିବ ଏବଂ ଏହି ଉତ୍ସବରେ ବିଦ୍ୟାଳୟ ର ସମସ୍ତେ ଅଧ୍ୟକ୍ଷ,ଅଧ୍ୟକ୍ଷା ମାନେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଉତ୍ସବଟିକୁ ପାଳନ କରୁଛନ୍ତି ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।
What's Your Reaction?






