।। ସବୁ ଖେଲ ବିଗାଡି ଦେଲା, ଅବକାରୀ ବିଭାଗ ।।

ବଲାଙ୍ଗୀର ଜିଲ୍ଲା:ଟିଟିଲାଗଡ ଅବକାରୀ ବିଭାଗର ଓ ଆଇ ସି , ଆଶିଷ ବେହେରା , ବିଶେଷ ସୂତ୍ର ରୁ ଖବର ପାଇ, ଗୋଟିଏ ଟିମ୍ କରି ଆଜି ଭୋର୍ ସକାଳୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନି ଗାଁ ପଞ୍ଚାୟତ ଖାସମୁଡ଼ା ଜଙ୍ଗଲ ରେ ପହଞ୍ଚି ଥିଲେ , ସବୁ ଛାର ଖାର କରିଦେଲେ ।
ଆଗକୁ ନୂଆଖାଇ ଆଶୁ ଥିବାରୁ ରନ୍ଧା ମଦ ବଜାର ବିକ୍ରି କରି ଥାନ୍ତେ , ନୂଆ ଖାଇ ହେଉଛି, ପଶ୍ଚିମ ଓଡ଼ିଶାର ଗଣ ପର୍ବ,, ମଦ ପାମାଫିଆ ମାଫିଆ ମାନେ ତାକୁ ରାନ୍ଧି ଚଢ଼ା ଦରରେ ବିକ୍ରୀ କରି ଥାନ୍ତେ,, ସବୁଖେଲ ବିଗାଡି ଦେଲା ଅବକାରୀ,, ଜଙ୍ଗଲ ରୁ ୮୫୦ କେଜି ମହୁଲ ପୋଚୋ ଓ ୬୦ ଲିଟର ଦେଶୀ ରନ୍ଧାମଦ ଜବତ କରିଛି,,ସବୁ ମାଫିଆ ଫେରାର ମାରିଲେ , ଟିମ ଥିଲେ , ଟିଟିଲାଗଡ ର,ଓ ଆଇ ସି ଆଶିଷ ବେହେରା,ସତ୍ୟନାରାୟଣ ପ୍ରଧାନ,ବୁଲୁ ସେଠୀ, କୁମୁଦିନୀ ମଲ୍ଲିକ ।
ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






