ଶୀତ ମହୋତ୍ସବରେ ଦୁଲୁକୁଛି ଦରୀଙ୍ଗବାଡ଼ି
ଦାରିଙ୍ଗବାଡି୮/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ପ୍ରତି ବର୍ଷ ଭଳି ଏହି ବର୍ଷ ପ୍ରଥମ ସପ୍ତାହରେ ହିଁ ଡାକି ଆଣିଥିବା ଶୀତ ମହୋତ୍ସବରେ ସାରା ରାଜ୍ୟରେ ପରିଚିତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ହାଡ଼ଭଙ୍ଗା ଶୀତ ରେ ମଜା ନେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକ ମାନେ ସେହିପରି ମହୋତ୍ସରେ ଅତିଥି ଭାବେ ଯୋଗ ଦେଇଥିଲେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ,ଚେୟାରମେନ ସୁଶାନ୍ତ ପ୍ରଧାନ, ତହସିଲ୍ ଦାର ଧିରୋଜ ପାତ୍ର,କନ୍ଧମାଳ ର ଡେପୁଟି କଲେକ୍ଟର ସଂଜୀବ ରୁପାମାଝି, ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ ସମେତ ଦାରିଙ୍ଗବାଡି ବ୍ଲକ୍ ରେ ଥିବା ପଚିଶ୍ ଗୋଟି ପଞ୍ଚାୟତର ସରପଞ୍ଚ ସମିତ୍ ସଭ୍ୟ ସଭ୍ୟା ଏହି ଶୀତ ମହୋତ୍ସବରେ ଯୋଗ ଦେଇଥିଲେ I ଉକ୍ତ ମହୋତ୍ସରେ ଥିବା ଦର୍ଶକ ମାନେ କଳାହାଣ୍ଡି ଜିଲ୍ଲା ରୁ ଯାଇଥିବା କାଟାପା ଙ୍କୁ ଦେଖିବା ପାଇଁ ବହୁତ ଭିଡ଼ ହେବା ସହ ତାଙ୍କ ନାଚ ଦେଖି ଦର୍ଶକ ଝୁମି ଉଠିଥିଲେ ଆଉ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଇଥିବା କଳାକାର ମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ପାଇକ ଆଖଡ଼ା ମାନଙ୍କ ନାଚ କଲିକତାରୁ ଯାଇଥିବା କଳାକାର ମାନଙ୍କ ନାଚ ପ୍ରଜ୍ଞା , ଶଙ୍କର ଙ୍କ କମେଡି ଦେଖି ଦର୍ଶକ ମାନେ ଝୁମି ଉଠିଥିଲେ I
What's Your Reaction?
Like
0
Dislike
1
Love
0
Funny
0
Angry
0
Sad
0
Wow
0