।। ଲକ୍ଷେ ଗଣ୍ଡା ସମାଜ ତରଫରୁ ,ବୃକ୍ଷ ରପୋଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Aug 6, 2023 - 20:55
 0  20
।। ଲକ୍ଷେ ଗଣ୍ଡା  ସମାଜ ତରଫରୁ ,ବୃକ୍ଷ ରପୋଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ବଲାଙ୍ଗୀର: ତା ୦୬.୦୮.୨୦୨୩ (କୋରାପୁଟ ପ୍ରଥମ ଖବର)

ରିଖ ରବିବାର ୧୦.୦୦ ଘଣ୍ଟା ସମୟରେ ଲକ୍ଷେଘର ଗଣ୍ଡା ସମାଜ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମନି ଗାଁ ଗ୍ରାମପଞ୍ଚାୟତ ର ନାନଝର ଗ୍ରାମ ର ଡଆମ୍ବେଦକର ଭବନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମାପନ ହୋଇ ଯାଇଅଛି।

ଉକ୍ତ କାଜ୍ୟକର୍ମ ରେ ନାନଝର୍ ଗ୍ରାମ ର ଗ୍ରାମ ମୁଖିଆ ଲବ ତକ୍ରି,ବରିଷ୍ଟ ସମାଜ ସେବୀ ମେଘବର୍ଣ୍ଣ ନାଗ,ଙ୍କ ହାତରେ ବୃକ୍ଷ ରୋପଣ ର ଶୁଭାରମ୍ଭ କରାଯାଇଥିଲା।

ଏହି ଅବସର ରେ ଲକ୍ଷେଘର ଗଣ୍ଡା ସମାଜ ର ସଭାପତି ଘନଶ୍ୟାମ ତାଣ୍ଡି,ସାଧାରଣ ସମ୍ପାଦକ ଅର୍ଜୁନ ନାଗ ,ବ୍ଲକ ସଂଗଠକ କିଶନ ନାଗ,ହୀରା ତାଣ୍ଡି,ଜିତେନ୍ଦ୍ର ବାଗ,ହରିଶଙ୍କର ନାଗ,ଚୂଡ଼ାମଣି ନାଗ,ପ୍ରମୁଖ ଉପସ୍ଥିତ ଥିଲେ। ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଓଡ଼ିଶା କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ