।। ରାଇରଙ୍ଗପୁର କୋଚିଂ ସେଣ୍ଟର୍ ନାରେ ଛାତ୍ରୀମାନେ ସଙ୍ଗୀନ ଅଭିଯୋଗ ।।
ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଦୁର୍ଗାମଣ୍ଡପ ନିକଟରେ ଥିବା ୧୪ ୱାର୍ଡ଼ ଇଚିଣ୍ଡାରେ ରହିଥିବା ସ୍ମାର୍ଟ ଏକାଡେମୀ ନାମକ କୋଚିଂ ସେଣ୍ଟର୍ ନାରେ ଛାତ୍ରୀମାନେ ସଙ୍ଗୀନ ଅଭିଯୋଗ ଆଣି ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନାକୁ ଆସି ସେମାନଙ୍କୁ ସେଠାରେ ମାନସିକ ଏବଂ ଆର୍ଥିକ ଶୋଷଣ କରାଯାଉଥିବା ଅଭିଯୋଗ ଆଣିଥିଲେ l MASA ସଂଘ ସହଯୋଗ ର ହାତ ବଢାଇ ଥିଲେ l କୋଚିଂ ସେଣ୍ଟର ବନ୍ଦ ହେଲା l ପିଲାମାନଂକୁ ଟଙ୍କା ଫେରାଇ ଦିଆଗଲା l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0