।। ମେଗା ସ୍ବାସ୍ଥ୍ୟ ଶିବିର:ସାଗର ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ।।

ମେଗା ସ୍ବାସ୍ଥ୍ୟ ଶିବିର,, ସାଗର ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ, ରାୟପୁର, ,,ଆଶା ସ୍ବେଛସେବୀ ଦେଶିଲ, ଓ ୱେବ୍ ମିଡ଼ିଆ ସଂଘ ବଲାଙ୍ଗୀର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି,, ଆଜି ତା -୨୨/୧୨/୨୦୨୩, ବଲାଙ୍ଗିର ଜିଲ୍ଲା, ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁର୍ସୁଡ ଗ୍ରାମ ର ସରସ୍ଵତୀ ଶିଶୁ ମନ୍ଦିର ରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା , ସାଗର ମଲ୍ଟି ସ୍ପେଶାଲିଷ୍ଟ ହସପିଟାଲ ର -୬ ଜଣ ଡକ୍ଟର ଆସିଥିଲେ,,, ସଲ୍ୟ ବିଭାଗ, ସ୍ତ୍ରୀ ରୋଗ ବିଶେଷଜ୍ଞ, କ୍ୟାନ୍ସର ରୋଗ ବିଶେଷଜ୍ଞ, ଦନ୍ତ ରୋଗ ବିଶେଷଜ୍ଞ, ସ୍ନାୟୁ ରୋଗ ବିଶେଷଜ୍ଞ ଓ ଔଷଧ ଡକ୍ଟର ଆସିଥିଲେ । ୫୦୦ରୁ ଉର୍ଦ୍ଧ ରୋଗୀ ଆସିଥିଲେ ଯେହେତୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ବୋଡୋରେ ହୋଇଥିଲା ,ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ଵାରା ମିଳୁଥିବା ସୁବିଧା ଅନୁସାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ର ଉପଯୋଗ ସାଗର ମେଡିକାଲ ରେ ମାଗଣାରେ ଚିକିତ୍ସିତ ହୋଇ ପାରିବେ । ସମସ୍ତ ରୋଗୀ, ମାନଙ୍କ ପାଇଁ ଖାଇବା ଓ ପିଇବା ବ୍ୟବସ୍ତା କରାଯାଇଥିଲା, ।
କୁର୍ଶୁଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।
What's Your Reaction?






