।। ମାଁ ଗାୟତ୍ରୀ ଙ୍କର ମନ୍ଦିର ରେ ପୂର୍ଣ୍ଣାହୁତି ମହାଳୟା ।।

Oct 23, 2023 - 15:35
 0  19
।।  ମାଁ ଗାୟତ୍ରୀ ଙ୍କର ମନ୍ଦିର ରେ ପୂର୍ଣ୍ଣାହୁତି ମହାଳୟା ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ମାଁ ଗାୟତ୍ରୀ ମନ୍ଦିର ରେ ଗତ ବର୍ଷ ଠାରୁ ଚଳିତ ବର୍ଷ ରେ ମଧ୍ୟ ବଡ଼ ଆଡମ୍ବର ରେ ନବରାତ୍ର ପୂଜା ହେଇଛି । ମାଁ ଗାୟତ୍ରୀ ଙ୍କୁ ଆଜି ପୂର୍ଣ୍ଣାହୂତି ଦିଆଯାଇଛି। ଅନେକ ଭକ୍ତ ମାନେ ସକାଳୁ ମନ୍ଦିର ଆସି ମାଁ ଗାୟତ୍ରୀଙ୍କର ଦର୍ଶନ କରିବା ସହିତ ଯଜ୍ଞ ରେ ମଧ୍ୟ ମାଁ ଙ୍କ ମନ୍ତ୍ର ପଢ଼ି ଘିଅ ଧୂପ ଦୀପ ଦେଇ ଭକ୍ତ ମନେ ନିଜ ନିଜ ମନସ୍କାମନା କରିସାରିଛନ୍ତି। ଭକ୍ତ ମାନେ ସମସ୍ତେ ଆନନ୍ଦର ସହିତ ଭାଗ ଖାଇ ନିଜ ନିଜ ଘରକୁ ଫେରିଛନ୍ତି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ