ବାଲିଗୁଡାର କଲ୍ୟାଣ ମଣ୍ଡପ ଠାରେ ପ୍ରି ଖ୍ରୀଷ୍ଟମାସ

Dec 14, 2025 - 19:52
 0  3
ବାଲିଗୁଡାର କଲ୍ୟାଣ ମଣ୍ଡପ ଠାରେ ପ୍ରି ଖ୍ରୀଷ୍ଟମାସ

କନ୍ଧମାଳ,ତା;-୧୪/୧୨/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା ) ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ ପାଳନ ହୋଇଯାଇଛି ପ୍ରି କ୍ରିଷ୍ଟମାସ, ଆୟୋଜିତ କାଯ୍ୟକ୍ରମ ଟି ଶନିବାର ସକାଳ 11ଘଣ୍ଟିକା ସମୟରୁ ଆରମ୍ବ ହୋଇ ରାତି 10ଘଣ୍ଟିକା ସମୟ ପଯ୍ୟନ୍ତ ଚାଲୁ ରହିଥିଲା. ପ୍ରଭୁ ଯୀଶୁ ଙ୍କ ଆଗମନ କୁ ନେଇ ସାରା ବାଲିଗୁଡା ସହର ଚଳ ଚଞ୍ଚଳ ହୋଇଉଠିଛି. ପ୍ରଭୁ ଙ୍କ ଆଗମନ କୁ ନେଇ ବାଲିଗୁଡା ସହରକୁ ଆଲୋକ ମାଳାରେ ଆଲୋକିତ କରୁଛନ୍ତି କ୍ରିଷ୍ଟପ୍ରେମୀ ମାନେ. ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିତି ଭାବେ ଯୋଗ ଦେଇ ଥିଲେ ବାଲିଗୁଡା ବିଜଡିର କାଯ୍ୟକାରୀଣୀ ସଦସ୍ୟ ଶ୍ରୀ ଟୁନା ଦାସ,. ନିଜ ଅଭିଭାଷଣରେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନକୁ ସମସ୍ତେ ପାଳନ କରିବା ଉଚିତ ଜାତି,ଧର୍ମ,ବର୍ଣ ନିର୍ବିଶେଷରେ ସମସ୍ତେ ଏକ. ଆମେ ହେଲୁ ଦୁଇଟି ଜାତି ଗୋଟିଏ ପୁରୁଷ ଆଉ ଗୋଟିଏ ମହିଳା. ଏହି ଦୁଇ ଟି ଜାତି କୁ ମୁ ବିସ୍ଵାଶ କରେ ବୋଲି ମତ ଦେଇଥିଲେ. ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦିପ ନାୟକ, ରାମିଆ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲା, ମୁଖ୍ୟ ବକ୍ତା ଭାବରେ ଜଗଦଲପୁରରୁ ରେଭ୍ ରେଣ୍ଡ୍ ବିଶ୍ୱାସ ପାଉଲ ଯଗ ଦେଇଥିବା ବେଳେ ସ୍ଥାନୀୟ ପାଷ୍ଟର ଅବସଲାମ ଆନନ୍ଦ ଙ୍କ ସହ ମଞ୍ଚ କୁ ସଞ୍ଚାଳନ କରିଥିଲେ, କାଯ୍ୟକ୍ରମରେ ବହୁ ମାତ୍ରାରେ ଖ୍ରୀଷ୍ଟିୟ ଧର୍ମାଲମ୍ବି ଉପସ୍ଥିତ ରହି ସାମୁହିକ ପାର୍ଥନା ସହ କାଯ୍ୟକ୍ରମ ରେ ଯୋଗ ଦେଇଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ