।। ବଲାଙ୍ଗିର: ପ୍ରେମ ପାଇଁ ପାଣି ଟାଙ୍କିରେ ଚଢ଼ିଗଲା ଯୁବକ ।।
ବଲାଙ୍ଗିର ଦେଓଗାଁ କୁଠୁଲାଗାଁରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କ ପ୍ରେମ ନିବେଦନ, ପାଣିଟାଙ୍କିରେ ଚଢ଼ି ଭିଡିଓ କଲରେ ଯୁବତୀଙ୍କୁ କଲେ ପ୍ରେମ ନିବେଦନ, ଗ୍ରାମବାସୀଙ୍କ ଅନୁରୋଧ ସତ୍ତ୍ୱେ ଯୁବକ ତଳକୁ ଓହ୍ଲାଇ ନଥିଲେ, ୨ ଘଣ୍ଟା ପରେ ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0