।। ବଲଙ୍ଗୀ ଠାରେ ସିନ୍ଦେର ଉତ୍ସବ ଉପଲକ୍ଷେ କଳସ ଯାତ୍ରା ।।

Feb 23, 2024 - 16:20
 0  12
।। ବଲଙ୍ଗୀ ଠାରେ ସିନ୍ଦେର ଉତ୍ସବ ଉପଲକ୍ଷେ କଳସ ଯାତ୍ରା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ବଲଙ୍ଗୀ ଠାରେ କଳସ ଯାତ୍ରା ହୋଇଯାଇଛି l ସିନ୍ଦେର ଝରଣା କୁ କେମିତି ବିଶ୍ୱ ରେ ମାନ୍ୟତା ପାଇବା ନେଇ ପ୍ରୟାସ ଚଳାଇଛନ୍ତି l ଅଷ୍ଟମ ତମ ବାର୍ଷିକ ସିନ୍ଦେର ଉତ୍ସବ 2024ପାଇଁ ଦୁଇ ଦିନ ଧରି ବିଭିନ୍ନ ପ୍ରକାର ପ୍ରତିଯୋଗିତା କରି ଥିବା ବେଳେ ଆଜି ତା 23ଫେବୃଆରୀ 2024ରିଖ ଶୁକ୍ରବାର ରାତିରେ ମନରଞ୍ଜନ ପାଇଁ ମ୍ୟୁଜିକ ସୋ ସହ ଧନ ପାଖେ ମନ ବନ୍ଧା ପଡିଛି ନାଟକ ଆୟୋଜନ କରାଯାଇଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ