।। ବଜ୍ରକାପ୍ତା ଉଦ୍ଧାର, ଅଭିଯୁକ୍ତ ଗିରଫ l।

May 17, 2023 - 05:32
 0  71
।। ବଜ୍ରକାପ୍ତା ଉଦ୍ଧାର, ଅଭିଯୁକ୍ତ ଗିରଫ l।

କେନ୍ଦୁଝରଗଡ଼:(କୋରାପୁଟ ୧ମ ଖବର ) କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଏକ ବିଶ୍ୱସ୍ତସୂତ୍ରରୁ ଖବର ପାଇ ତେଲକୋଇ ବନପାଳ ପ୍ରଦୀପ କୁମାର ସାହୁ ଏବଂ ଅନ୍ୟ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଛଦ୍ମବେଶରେ କାଞ୍ଜିପାଣିଘାଟିର ଟାଙ୍ଗରପଡା ଗ୍ରାମକୁ ଯାଇଥିଲେ ।ଟାଙ୍ଗରପଡ଼ା ଗ୍ରାମରେ ସେମାନେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାବୁଲି ପ୍ରଧାନ (୨୯)ଙ୍କୁ ଗିରଫ କରିଥିଲେ। ଏଭଳି ବେଆଇନ କାର୍ଯ୍ୟ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨ର ଉଲ୍ଲଙ୍ଘନ ପାଇଁ ବିଜେପି ରେଞ୍ଜରେ ଓଆର କେସ୍‍ ନଂ-୨ବିଜେ ୨୦୨୩-୨୪ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।ସୂଚନାଯୋଗ୍ୟ ଯେ, ଉଦ୍ଧାର ବଜୟକାପ୍ତାର ବୟସ ୩ବର୍ଷ ହୋଇଥିବା ବେଳେ ଏବେ ବଜ୍ରକାପ୍ତାଟି ସୁସ୍ଥ ଥିବା କେନ୍ଦୁଝର ଡିଏଫଓ ଧନରାଜ ଏଚ୍‍.ଡି କହିଛନ୍ତି।

 ବ୍ୟୁର ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ