।।ଫୁଟବଲ ଚ୍ୟାମ୍ପିଅନ୍ ରେ ଆଗୁଆ ହେଲେ ଗୌଡଗୁଡା ଗ୍ରାମ ର ଯୁବକ ।।

Jul 26, 2023 - 17:21
 0  58
।।ଫୁଟବଲ ଚ୍ୟାମ୍ପିଅନ୍ ରେ ଆଗୁଆ ହେଲେ ଗୌଡଗୁଡା ଗ୍ରାମ ର ଯୁବକ ।।

ଗତ ରବିବାର ଦିନ ଏକ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଆଜି ଏହି ଖେଳର ଫଳାଫଳ ରେ ଘୋଷଣା କରାଯାଇଛି ଚାରାଙ୍ଗୁଳ ପଞ୍ଚାୟତ ସ୍ଥିତ ଗୌଡଗୁଡା ଗ୍ରାମର ଯୁବକ ମାନେ ଫାଇବର୍ କପ୍ ଚ୍ୟାମ୍ପିଅନ୍ ରେ ଉତିର୍ଣ ହୋଇଛନ୍ତି ।

ଉତିର୍ଣ ଖେଳାଳି ହେଲେ ଫ୍ୟେଲ୍ସ୍ ରେ ଜୟଦେବ ଗୌଡ , ଡିସିପିଏନ୍ ରେ ଗୋପବନ୍ଧୁ ଗୌଡ , ଗୋଲ୍ କିପର୍ ରେ ନଲ ଗୌଡ ।

ଏହି ବିଜୟୀ ହୋଇଥିବା ଖେଳାଳି ଟିମ୍ କୁ ମୁଖ୍ୟଅତିଥି କୃଷ୍ଣ କୁଳଦୀପ ଙ୍କ ହାତରୁ ବିଜୟ ଟ୍ରଫି ପ୍ରଦାନ କରାଯାଇଛି । ଦାମୋନଯୋଡିରୁ ଭାରତୀ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ