।। ପ୍ରଜେକ୍ଟ ଉଦ୍ୟମୀ ର ବାର୍ଷିକ ଉଦ୍ୟଗି ସମ୍ମିଳନୀ ଟିକିରି ଠାରେ ଅନୁଷ୍ଠିତ ।।

Feb 10, 2024 - 18:39
 0  10
।। ପ୍ରଜେକ୍ଟ ଉଦ୍ୟମୀ ର ବାର୍ଷିକ ଉଦ୍ୟଗି ସମ୍ମିଳନୀ ଟିକିରି ଠାରେ ଅନୁଷ୍ଠିତ ।।

ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ର ସହଭାଗିତାରେ ଗଢିଉଠିଥିବା ପ୍ରଜେକ୍ଟ ଉଦ୍ୟମୀ ର ବାର୍ଷିକ ଉଦ୍ୟଗୀ ସମ୍ମିଳନୀ ଟିକିରି ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ୟୁନିଟ ହେଡ୍ ତଥା ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନା ମୋଜହର ବେଗ୍,ଏଫ ଏଚ ସି ଏସ ଆର ଏଣ୍ଡ ସସ୍ଟେନାବୁଲିଟି ଲପାମୂଦ୍ରା ମିଶ୍ର,ସେକସନ ହେଡ ସି ଏମ ଆର, ଏଣ୍ଡ ସସ୍ଟେନାଲବୁଲିଟି ତନ୍ମୟ ମହାନ୍ତି,ଡାଇରେକ୍ଟର ଇଡିଆଇଆଇ ସୁବ୍ରତ କୁମାର ବିଶ୍ଵାଳ,ଆଇ ପି ଓ ଡି ଆଇ ସି ତିତରଞ୍ଚନ ମଲ୍ଲିକ,ବିପିଏମ ଓଏଲ ଏମ କାଶିପୁର କିର କରକରିଆ,ଉପସ୍ଥିତ ରହିଥିଲେ।୨୦୨୧ ରୁ ଆରମ୍ଭ ହୋଇ ପ୍ରଜେକ୍ଟ ଉଦ୍ୟମୀ ଦ୍ବାରା ରାୟଗଡ ଜିଲ୍ଲା ର କାଶିପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ର ଥୁଆମୂଳରାମପୁର ବ୍ଲକରୁ ପ୍ରାୟ ୨୫୦ ଜଣ ଛଟବଡ ଉଦ୍ୟଗିପତୀ ତିଆରି କରିଛି।ଏହା ଆହୁରି ଅନେକ ଉଦ୍ୟଗି ତିଆରି କରିବା ପାଇଁ ଲକ୍ଷ ରଖିଛି ।ଆଜି ଗକୁଳମୂଣ୍ଡା ସ୍ଥିତ ଉଦ୍ୟମୀ ଅଫିସ କାର୍ଯ୍ୟ କ୍ରମ ଠାରେ ପ୍ରାୟ ୨୫୦ଜଣ ମହିଳା ପୁରୁଷ ଉପସ୍ଥିତ ରହି ଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ