।। ପୋଲିସକୁ କାମୁଡ଼ି ପକାଇଲେ ଲୋକେ ।।
ଆଠଗଡ଼: ଜମି ମାପଚୁପ ବେଳେ ପୋଲିସ-ଜନତା ମୁହାଁମୁହିଁ,ମୁହାଁମୁହିଁ ବେଳେ ଦୁଇ ପୋଲିସ ଅଧିକାରୀଙ୍କୁ କାମୁଡ଼ି ପକାଇଲେ ଲୋକେ,ଗୁରୁଡ଼ିଝାଟିଆ IIC, ଆଠଗଡ଼ ମହିଳା SIଙ୍କ ଆଙ୍ଗୁଠି କାମୁଡ଼ି ପକାଇଲେ,କୋଳଥପଙ୍ଗି ଅଞ୍ଚଳରେ ଜମି ମାପଚୁପ ବେଳେ ତାତିଲେ ଗାଁ ଲୋକେ,ଜଣେ ବ୍ୟକ୍ତି ଓ ଏକ କମ୍ପାନୀକୁ ଜମି ହସ୍ତାନ୍ତର ପାଇଁ ଯାଇଥିଲା ପୋଲିସ,ତହସିଲଦାର,ଏସଡିପିଓଙ୍କ ଉପସ୍ଥିତିରେ ମାପଚୁପ ବେଳେ ଲୋକଙ୍କ ବିରୋଧ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0