ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ

Feb 14, 2026 - 18:32
 0  1
ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକି ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ l ସ୍କୁଟି ଓ ଗଞ୍ଜେଇ ସହ ଦୁଇ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ପୋଲିସ ପକ୍ଷରୁ ଜଣାପଡିଛି। ସ୍କୁଟି ନଂ. ଓଡି- ୩୪-ସି - ୬୭୯୦ ସହ ଗଞ୍ଜେଇ ଚାଲାଣ କାରୀ ରାକେଶ ନାୟକ ଓ ନିର୍ମଳ କର୍ମୀ ଙ୍କୁ ପୋଲିସ ଗିରଫ କରି କେଶ ନଂ. ୧୭/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ