।।ପୂର୍ବଶତ୍ରୁତାରୁ ଯୁବକଙ୍କୁ ଫାର୍ସାରେ ଗୋଡ଼ାଇ ହାଣିଲେ ।।

Apr 10, 2023 - 18:40
 0  81
।।ପୂର୍ବଶତ୍ରୁତାରୁ ଯୁବକଙ୍କୁ ଫାର୍ସାରେ ଗୋଡ଼ାଇ ହାଣିଲେ ।।

କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନ ଚାରିଗାଁ ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଫାର୍ସାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ