।। ପଦାରେ ପଡିଲା ରାଜ୍ୟ ସରକାରଙ୍କ ମାକୁ ସମ୍ମାନର ନାରା, ଗାଁ କୁ ପଂହଁଚି ପାରିଲାନି ଆମ୍ବୁଲାନ୍ସ,3 କିଲୋମିଟର ବୋହି ବୋହି ନେଲେ ଆମ୍ବୁଲାନ୍ସ କର୍ମଚାରୀ ।।

Jan 14, 2024 - 19:30
 0  23
।। ପଦାରେ ପଡିଲା ରାଜ୍ୟ ସରକାରଙ୍କ ମାକୁ ସମ୍ମାନର ନାରା, ଗାଁ କୁ ପଂହଁଚି ପାରିଲାନି ଆମ୍ବୁଲାନ୍ସ,3 କିଲୋମିଟର ବୋହି ବୋହି ନେଲେ ଆମ୍ବୁଲାନ୍ସ କର୍ମଚାରୀ ।।

ରାୟଗଡ଼ା ଜିଲ୍ଲାର କଲ୍ୟାଣୀ ସିଙ୍ଗି ପୁର ବ୍ଲକର ପାର୍ଶାଲୀ ପଞ୍ଚାୟତର ଫାକେରି ଗ୍ରାମର ଅଭାବନୀୟ ଘଟଣାର କରୁଣ କାହାଣୀ ଦେଖିବାକୁ ହେଲେ ଜଣାପଡିଛି ରାଜ୍ୟ ସରକାରଙ୍କ ୨୩ ବର୍ଷ ଶାସନ ପଦାରେ ପଡିଲା ସରକାରଙ୍କ ମାକୁ ସମ୍ମାନ ଗାଆଁ କୁ କାମର ନାରା , ରାୟଗଡ଼ା ଜିଲ୍ଲା ଦୁର୍ଗମରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଲା, ଗାଁ କୁ ପଂହଁଚି ପାରିଲାନି ଆମ୍ବୁଲାନ୍ସ, ବାଟରେ ପ୍ରସବ କଲେ ମହିଳା। ୩ ଆମ୍ବୁଲାନ୍ସ କର୍ମଚାରୀ ମେଟ-ଦୁର୍ଗା ପ୍ରସାଦ ଜେନା, ଡ୍ରାଇଭର-ହିମିରିକା ରବି ଓ ହେଲ୍ପର ସୀମାଞ୍ଚଳ ସାହୁକାର, ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ଦୀର୍ଘ ତିନି କିଲୋମିଟର ବୋହି ବୋହି ଆଣିଲେ ପ୍ରସୂତି ମହିଳାଙ୍କୁ। ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଙ୍ଗିପୁରୁ ବ୍ଲକ ପlର୍ସlଲି ପଞ୍ଚlୟତର ଫlକେରି ଗ୍ରାମର ହୁଣ୍ଡାଇ ସିକକାଙ୍କ ଗର୍ଭ ଯନ୍ତ୍ରଣା ପରେ ପରିବାର ଲୋକେ ଆମ୍ବୁଲାନ୍ସ ଫୋନ କରିଥିଲର, ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପଂହଁଚି ପାରି ନଥିଲା ଗାଁ କୁ।ବାଟରେ ହିଁ ପ୍ରସବ କରିଥିଲେ ମହିଳା।ପରେ ଆମ୍ବୁଲାନ୍ସ ରେ ନେଇ ତାଙ୍କୁ କଲ୍ୟାଣସିଙ୍ଗପୁରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି, କିନ୍ତୁ ବର୍ତ୍ତମାନ ମା ଅବସ୍ଥା ଠିକ ଥିବା ସମୟରେ ନବଜାତ ଶିଶୁ କନ୍ୟାର ଅବସ୍ଥା ଗୁରୁତର ଥିବା ସୂଚନା।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ