।। ନୂଆପଡା ଜ଼ିଲ୍ଲାକୁ ମହା ମହିମା ରାଷ୍ଟ୍ରପତିଙ୍କ ଦ୍ୱାରା ଦ-ଭୂମି ସମ୍ମାନ 2023 ପ୍ରଦାନ କରିଛନ୍ତି l।

Jul 19, 2023 - 12:07
 0  44
।। ନୂଆପଡା ଜ଼ିଲ୍ଲାକୁ ମହା ମହିମା ରାଷ୍ଟ୍ରପତିଙ୍କ ଦ୍ୱାରା ଦ-ଭୂମି ସମ୍ମାନ 2023 ପ୍ରଦାନ କରିଛନ୍ତି l।

ନୂଆପଡା : ଜମି ଜମା ଆଦିର ଡିଜିଟାଲ କରଣ ପାଇଁ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଭାରତ ବର୍ଷର 9ଗୋଟି ରାଜ୍ୟର 68 ଜ଼ିଲ୍ଲାଙ୍କୁ ଭୂମି ସମ୍ମାନ୍ନ 2023 ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦାନ କରାଯାଇଛି l ଏହି ଉତ୍ସବରେ ନୂଆପଡା ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସାୟ, ଖଡ଼ିଆଳ ହସିଲଦାର ଶ୍ରୀମତୀ ସିନ୍ଧୁସୁତା ପାତ୍ର, ନୂଆପଡା ତହସିଲଦାର ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦାସ ଜ଼ିଲ୍ଲା ପାଇଁ ସମ୍ମାନ୍ନ ଗ୍ରହଣ କରିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ