।। ନାକରୁଣ୍ଡି ପଞ୍ଚାୟତ ର ସାଧାରଣ ଲୋକଙ୍କ ସମସ୍ୟା ଉପରେ କେବେ ଦୃଷ୍ଟି ପଡିବ ।।

Jul 17, 2023 - 18:38
 0  15
।। ନାକରୁଣ୍ଡି ପଞ୍ଚାୟତ ର ସାଧାରଣ ଲୋକଙ୍କ ସମସ୍ୟା ଉପରେ କେବେ ଦୃଷ୍ଟି ପଡିବ ।।

ସରକାରଙ୍କ ମାଲମାଲ ଯୋଜନା କରିବା ସତ ଓ ନୂଆ ଯୋଜନା ପ୍ରଣୟନ କରିଚାଲିଛନ୍ତି ହେଲେ ଆଜ କୁ ଭାରତ ସ୍ୱାଧୀନ ହୋଇ 75ବର୍ଷ ହେଲା ପରେ ବି ଗ୍ରାମାଞ୍ଚଳ ର ଲୋକଙ୍କୁ ଦୈନଦିନ ଗମନାଗମନ କରିବା ପାଇଁ ନା ଅଛି ଭଲ ରାସ୍ତା, ନା ଅଛି ପାନୀୟ ଜଳ ର ବ୍ୟବସ୍ତା, ନା ଅଛି ଭଲ ସ୍ୱାସ୍ଥ୍ୟ କେନ୍ଦ୍ର ଏପରି ଅନେକ ଅସୁବିଧା ଅଛି ତାହା ନ କହିବା ଭଲ l

ମୁଖ୍ୟ ତ ଜନସାଧାରଣଙ୍କ ପାଇଁ ରାସ୍ତା ହେଲେ ସାଧାରଣ ଲୋକଙ୍କୁ ଅନେକ ସମସ୍ୟା ସୁଧାର ହେବ ଏବଂ ନେଟ ୱାର୍କ ର ନ ଥିବା ଯୋଗୁଁ କୌଣସି ଲୋକଙ୍କୁ ଯୋଗାଯୋଗ କରିବା ପାଇଁ ଅନେକ ବଡ଼ ପାହାଡ଼ ଚଡି ଫୋନ କଲେ ମଧ୍ୟ ଯୋଗାଯୋଗ ହୋଇ ପାରେ ନାହିଁ ତେଣୁ ଏପରି ସମସ୍ୟା ପାଇଁ ଅନେକ ଲୋକଙ୍କ ଜୀବନ ବି ଚାଲିଯାଉଛି ଏହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ନାକରୁଣ୍ଡି, କେରପାଇ, ସିଲେଟ ପଞ୍ଚାୟତ ର ଜନସାଧାରଣ ଲୋକଙ୍କ ବ୍ୟବସ୍ଥା କରିଛନ୍ତି ସରକାର l

ଯୋଜନା ଅନେକ ଅଛି ସମସ୍ୟା ବି ବହୁତ ଅଛି ହେଲେ କେବେ ଏହି ଅଞ୍ଚଳ ପାଇଁ ପ୍ରଶାସନ କି ରାଜନେତାଙ୍କ ବିକାଶ ମୂଳକ ବା ଉର୍ନ୍ନତି ଆଡକୁ ପ୍ରଗତି କରିବେ ବୋଲି ସାଧାରଣ ରେ ଅଭିଯୋଗ l ଯିଏ ବି ସେହି ଅଞ୍ଚଳ କୁ ଯିବ ନିଜେ ଦେଖିଲେ ବିଶ୍ୱାସ କରିବେ ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚୟ l ଏଠିକାର ଲୋକ ଶାନ୍ତି ସରଳତା ଯୋଗୁଁ ଅଫିସର ବାବୁ ଓ ନେତା ସବୁ ସମୟରେ ମିଥ୍ୟା ବାର୍ତା ଦେଲେ ବି ଆଜି ନ ହେଲେ କାଲିବି କରିଦେବେ ବୋଲି ଭରସା କରିଥାନ୍ତି l ଏହି ଖବର ପ୍ରସାରଣ ହେଲା ପରେ କଣ ସୁବିଧା ହେବ ତାହା ଦେଖିବା ପାଇଁ ସମୟ କୁ ଅପେକ୍ଷା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ