ନବରାତ୍ରି ପୂଜାରେ କମ୍ପୁଛି ମାଁ ତାରିଣୀ ମନ୍ଦିର
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୫.୦୯.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହେଡା ଗ୍ରାମ ଠାରେ ମାଁଙ୍କ ନବରାତ୍ରି ପୂଜାରେ କମ୍ପୁଛି ଅଞ୍ଚଳ ! ଗତ ସୋମବାର ଦିନ ଠାରୁ ପୂଜା ଆରମ୍ଭ ହୋଇଛି, ସକାଳ ଓ ସନ୍ଧ୍ୟା ସମୟରେ ପୂଜାରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି ! ମାଁଙ୍କ ପ୍ରତେକ ଦିନ ମାଁ ତିଥି ଅନୁସାରେ ମାଁଙ୍କ ବେଶଭୂଷା ପରିବର୍ତ୍ତନ ହୋଇଛି ! ଉକ୍ତ ଅଞ୍ଚଳ ରେ ମାନସିକ ଧାରି ମାନେ ପୂଜା ପାଠ କରି ଆନନ୍ଦ ଉତ୍ସାହ ଓ ଖୁସି ଅଛନ୍ତି ! ବହୁତ ଦୂରଦୁରାନ୍ତ ରୁ ଭକ୍ତମାନେ ଦର୍ଶନ କରିବା ପାଇଁ ଆସନ୍ତି ! ମନ୍ଦିର ପ୍ରତିଷ୍ଠାତା ସୁଦାମ ମିଶ୍ରଙ୍କ କହିବା ଅନୁଯାଇ ପ୍ରତେକ ବର୍ଷ ଏହା ପାଳନ କରାଯାଏ ! ତତ ସହ ଘଟଗାଁ ମନ୍ଦିରରେ ନୀତି ଅନୁସାରେ ପର୍ବ, ଯାତ୍ରା ପାଳନ ହୁଏ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0