।। ଦୁର୍ଗମ ଇଲାକାରେ ରାସ୍ତା ମଝିରେ ଘାଇ ସୃଷ୍ଟି ହୋଇ ଯାତାୟାତ ଠପ ।।

Sep 13, 2023 - 16:08
 0  10
।। ଦୁର୍ଗମ ଇଲାକାରେ ରାସ୍ତା ମଝିରେ ଘାଇ ସୃଷ୍ଟି ହୋଇ ଯାତାୟାତ ଠପ ।।

ଗତ ଦୁଇଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି।

ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ଗ୍ରାମ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ତେନ୍ତୁଳିପଡ଼ା ଗ୍ରାମରୁ ବେତଭଟା ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତା ଲଗାଣ ବର୍ଷା ଯୋଗୁଁ ରାସ୍ତା ମଧ୍ୟରେ ଘାଇ ସୃଷ୍ଟି ହୋଇଛି ,

ପ୍ରଚୁର ବେଗରେ ପାହାଡ଼ରୁ ଉପରରୁ ପାଣି ଆସି ରାସ୍ତା ଦୁଇ ଫାଳ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ଯାହା ଫଳରେ କଦଳୀପଦର, ନୂଆଗୁଡା, ସିନ୍ଧୁରମୁଣ୍ଡି ପରି 3 ରୁ 4 ଗ୍ରାମ ବାସୀଙ୍କୁ ଯିବା ଆସିବାରେ ବିଛିନ୍ନ ହୋଇପଡିଛି l

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ