।। ଢେଙ୍କାନାଳରେ ସେକ୍ସ ରାକେଟ୍‌ ଠାବ ।।

Apr 9, 2023 - 13:42
 0  78
।। ଢେଙ୍କାନାଳରେ ସେକ୍ସ ରାକେଟ୍‌ ଠାବ ।।

ଢେଙ୍କାନାଳ କାଲଟାକ୍ସ ନିକଟରେ ଧରାପଡ଼ିଲା ସେକ୍ସ ରାକେଟ୍‌। ଜଣଙ୍କୁ ଗିରଫ କଲା ଟାଉନ ପୋଲିସ , ୨ ଯୁବତୀ ଉଦ୍ଧାର। ଚଢ଼ାଉ ବେଳେ ଖସିଗଲେ ଗ୍ରାହକ, ଗୋଟିଏ କାର୍‌ ଜବତ । ଅଧିକ ବିବରଣୀ-୨ ବର୍ଷ ତଳେ ସମାନ ଅଭିଯୋଗରେ ଗିରଫ ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ