ଡାବୁଗାଁ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଏବଂ ସଚେତନତା ବୈଠକ ଅନୁଷ୍ଠିତ

Jul 26, 2025 - 20:35
 0  29
ଡାବୁଗାଁ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଏବଂ ସଚେତନତା  ବୈଠକ ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ) ତା:୨୬.୦୭.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଓ ସଚେତନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମ ରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ , ତତ ସଙ୍ଗେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରାସାଦ ମଧ୍ୟ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ଯୋଜନା ଗୁଡ଼ିକ ବିଷୟରେ ଆଲୋଚନା କରିବା ସହ ବୁଝାଇଥିଲେ ! ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହି ପରିଚାଳନା କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ ପ୍ରଗ୍ରାମ ଆଶିଷଷ୍ଟେଣ୍ଡ ଅମୁଲ୍ୟ ଦଳେଇ, ଅଫିସ ଆଶିଷଷ୍ଟେଣ୍ଡ ସୁରେଶ ବାରିକ ତତ ସଙ୍ଗେ ସଙ୍ଗେ ଜଗାଣ ସହାୟକ, ଜି ଆରଏସ ଏବଂ ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ