ଝରିଗାଁ ବ୍ଲକ ଠାରେ ମିଶନ ଶକ୍ତିର ଦ୍ୱିତିୟ ଦିନର ବଡ଼ ଗଣ ଧାରଣା

Sep 23, 2025 - 22:43
 0  18
ଝରିଗାଁ ବ୍ଲକ ଠାରେ  ମିଶନ ଶକ୍ତିର ଦ୍ୱିତିୟ ଦିନର ବଡ଼ ଗଣ ଧାରଣା

ନବରଙ୍ଗଫୁର ଜିଲ୍ଲା ଝରିଗାଁ,(ସିମାଞ୍ଚଲ ପନକା ), ୨୩, ୯,୨୫ ଝlରିଗାଁ ବ୍ଲକ ସମ୍ମୁଖ ରେ ଗଣ ଧାରଣା ମିଶନ ଶକ୍ତି ର ମହିଳା ମାନେ ଆଜି ବି ଜାରି ରଖିଛନ୍ତି ତାଙ୍କ ଏହି ଧାରଣା ସଥାଧିକ, ୩ ସହ ରୁ ଉର୍ଦ୍ଧ୍ୱ ମିଶନ ଶକ୍ତି ର ମହିଳା ମାନେ ଧାରଣା ରେ ବସିଥିଲେ,ଯଦି ସରକାର ତାଙ୍କର ଦାବୀ କୁ ନ ଶୁଣନ୍ତି ତା ହେଲେ ଆଗକୁ ଧାରଣା ଜୋର ସର ରେ ରଖିବୁ ବୋଲି ଚେତାବନୀ ଦେହିଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ