।। ଝଡିଆ ପଡା ଓଁ ଶ୍ରୀ ଶ୍ରୀ ବିଘ୍ନରାଜ ବିସର୍ଜନ ।।

Sep 22, 2023 - 20:48
 0  58
।। ଝଡିଆ ପଡା ଓଁ ଶ୍ରୀ ଶ୍ରୀ ବିଘ୍ନରାଜ ବିସର୍ଜନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲ ପାଟଣା ଗ୍ରାମ ର ଝଡିଆ ପଡା ଓଁ ଶ୍ରୀ ଶ୍ରୀ ଗଣପତି ବାବା ଙ୍କ ବିସର୍ଜନ କରି ଗାଁ ର ପଡା ପଡା କୁ ଯାଇ ପରିକ୍ରମା କରିବା ସହ ମାଇକ ସେଟ ବଜା ରେ କୁନି କୁନି ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ନୃତ୍ୟ କରି ବହୁତ ଆନନ୍ଦ ରେ ବିଘ୍ନରାଜ କୁ ବୁଲାଇ ଗାଁ ପାଖରେ ଥିବା ନଦୀର ଜଳ ବନ୍ଦୀ କୁ ଭସାଇବା କୁ ନେଇ ଥିବା ସୂଚନା ମିଳିଛି l

ବିସର୍ଜନ ଏଥର ବହୁ ଆଡମ୍ବର ରେ କରିବା ଦେଖିବାକୁ ମିଳିଛି । ବକ୍ରତୁଣ୍ଡ ମହକାୟ ସୂର୍ୟକୋଟି ସମପ୍ରଭା,ନିର୍ବିଘ୍ନ କୁରୁମେ ଦେବ ଶର୍ବକାର୍ଯ୍ୟେ ସୁସର୍ବଦା l

ଗ୍ରାମବାସୀ ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।ଏଠାରେ ପୂଜା ଆୟାଜନ କମିଟି ଯୁବକଙ୍କ ସହ ଗ୍ରାମର କିଛି ବୟ ଜ୍ୟେଷ୍ଠ, ଜ୍ଞାନୀ , ବୃଦ୍ଧ ସମସ୍ତଙ୍କ ସହଯୋଗ ରେ ଆୟଜନ କରିଥିବା ଜଣାପଡିଛି।ମହୁଲ ପାଟଣା ର ସମସ୍ତ ପଡ଼ା ରୁ ସମସ୍ତ ପଡା ବାସୀ ମାନେ ଏକଜୁଟ ହେଇ ଲୋକଙ୍କୁ ନିମନ୍ତ୍ରଣ କରିବା ସହ ଭୋଗ ପ୍ରଦାନ କରିବ ଆୟଜନ ର ବ୍ୟବସ୍ଥା ରହି ଥିଲା ।

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ