ଜୟପାଟଣା ବ୍ଳକ ରେ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ସଜାଗ
ଆସନ୍ତା ଏପ୍ରିଲ୍ ୧୪ କୁ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମଦିବସ ସମଗ୍ର ଭାରତ ବର୍ଷରେ ପାଳିତ ହଉଥିବା ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଞ୍ଚଳବାସୀ ତଥା ଭୀମ ରାଓ ଆମ୍ବେଦକର ପ୍ରେମୀ ମାନେ ଆସନ୍ତା ଏପ୍ରିଲ୍ ୧୪ କୁ କେମିତି ଧୁମ୍ ଧାମ ରେ ଡ଼କ୍ଟର ବାବା ଭିମ୍ ରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ ତାହା ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଆମ ସମ୍ବିଧାନ ଆଇନ ଲାଗୁ ଓ ମୌଳିକ ଅଧିକାର , ଗଣତନ୍ତ୍ର ଶାସନ, ଏବଂ ଦେଶ ସ୍ୱାଧୀନ ପରେ ଡକ୍ଟର ଭୀମ ରାଓ ଆମକୁ କେମିତି ଇଂରେଜ୍ ଠାରୁ ମୁକ୍ତ କରିଥିଲେ , ଏବଂ ଆଜି ଆମେ ଭାରତ ବାସୀ ଆଜାଦି ଏବଂ ମୁକ୍ତ ସ୍ୱାଧୀନତା ପାଇଲୁ । ଆଗାମୀ ଦିନ ରେ ଜୟପାଟଣା ବ୍ଲକ ଅଞ୍ଚଳବାସୀ କେମିତି ଶିକ୍ଷିତ, ସଂଘଟିତ ଏବଂ ସଂଘର୍ଷ କରି ଜନସମାଜ ପାଇଁ ଏବଂ ଦେଶର ଏକ ଆଦର୍ଶ ନାଗରି ହୋଇ ପାରିବେ ତାହା ଯୁବସମାଜ ଙ୍କୁ ବୟ ଜ୍ୟେଷ୍ଠ ଭଦ୍ର ବ୍ୟକ୍ତି ମାନେ ମାର୍ଗ ଦର୍ଶାଇ ଥିଲେ।
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ସହ ଧବଳେଶ୍ୱର ବାଗ ଙ୍କ ରିପୋର୍ଟ FIRST NEWS ODISHA
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0