ଜିଲ୍ଲା ରାୟଗଡ଼ା, କାଶିପୁର ବ୍ଲକ ରୁ ଏକ ୨୦ ବର୍ଷ ର ଯୁବକ ନିଖୋଜ୍

#Crimenews

Mar 3, 2025 - 17:06
Mar 3, 2025 - 20:37
 0  82
1 / 1

1.

ଜିଲ୍ଲା ରାୟଗଡ଼ା, କାଶିପୁର ବ୍ଲକ ରୁ ଏକ ୨୦ ବର୍ଷ ର ଯୁବକ ନିଖୋଜ୍ ।

ଜିଲ୍ଲା ରାୟଗଡ଼ା, କାଶିପୁର ବ୍ଲକ, ଅନ୍ତର୍ଗତ 

ଥାନା- ଟିକିରି ସଙ୍କରଡା ଗ୍ରାମ ପଞ୍ଚାୟତ ର ଏକ ୨୦ ବର୍ଷୀୟ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ହୋଇ ଥିବା ଯୁବକ ର ନାମ - ଶ୍ରୀନୁ ହଲୱା ।

ବାପାଙ୍କ ନାମ - ବ୍ରହ୍ମାନନ୍ଦ ହଲୱା ।

 ଗତ ୭-୮ ଦିନ ହୋଇ ଆସୁଅଛି ତାଙ୍କ ପରିବାର ଲୋକେ ବ୍ୟାକୁଳ ହୋଇ ଖୋଜି ବୁଲୁଛନ୍ତି ହେଲେ ତାଙ୍କର ଦେଖା ପାଉ ନାହାନ୍ତି, । ତେବେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରୀ ଥାନା ପୋଲିସ ପ୍ରଶାସନ ଅଧିକାରୀ ଙ୍କୁ ଅନୁରୋଧ କି ଯେ, ସେହି ଯୁବକ କୁ ଖୋଜି ବାହାର କରିବା ରେ ସାହାଯ୍ୟ କରାଯାଉ ।

ତା ସଙ୍ଗେ ଆମ ଏହି ଫାଷ୍ଟ ନ୍ୟୁଜ୍ ଓଡ଼ିଶା ଚେନାଲ୍ କୁ ଭଲ ପାଇ ଦେଖୁ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଅନୁରୋଧ କି ଯେ, ଯେପରି ଏହି ନ୍ୟୁଜ୍ କୁ ବହୁତ ପରିମାଣ ରେ Share କରନ୍ତୁ ସମସ୍ତଙ୍କ ନିକଟକୁ ପହଞ୍ଚି ପାରିବ । 

ଯଦି କେହି ଦୟାଳୁ ଲୋକେ ଦେଖନ୍ତି ତେବେ ଫୋନ୍ - 8018690915 , 6374041749 , 8144336992 , ଏହି ନମ୍ୱର ରେ ଜଗାଜଗ କରି ବ୍ୟାକୁଳ ହୋଇ ଖୋଜି ଖୋଜି ଥକି ଯାଇଥିବା ପରିବାର କୁ ଖୁସି ଆଣିବାରେ ସାହାଯ୍ୟ କରିବା ହେବେ ।

ରାୟଗଡ଼ା ରୁ ହଳଧର ବେନିଆ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ