ଚାକିରି ଆଶାୟୀ ଓ ନିଯୁକ୍ତିଦାତାଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ନିୟୋଜନ ସେତୁ’ ପୋର୍ଟାଲ ଆରମ୍ଭ

Aug 26, 2026 - 15:51
 0  10
ଚାକିରି ଆଶାୟୀ ଓ ନିଯୁକ୍ତିଦାତାଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ନିୟୋଜନ ସେତୁ’ ପୋର୍ଟାଲ ଆରମ୍ଭ

ଝାରସୁଗୁଡ଼ା, ୨୬/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ଓଡ଼ିଶା ସରକାରଙ୍କ ପକ୍ଷରୁ ଚାକିରି ଆଶାୟୀ ଏବଂ ନିଯୁକ୍ତିଦାତା ମାନଙ୍କ ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ‘ନିୟୋଜନ ସେତୁ’ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ଚାକିରି ଖୋଜୁଥିବା ଯୁବକ-ଯୁବତୀମାନେ ନିଜ ନାମ ପଞ୍ଜୀକରଣ କରି ବିଭିନ୍ନ ନିଯୁକ୍ତି ସୁଯୋଗ ପାଇପାରିବେ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ନିଯୁକ୍ତିଦାତା ସଂସ୍ଥାଗୁଡ଼ିକ ମଧ୍ୟ ଆବଶ୍ୟକ କର୍ମଚାରୀ ଚୟନ ପାଇଁ ପଞ୍ଜୀକରଣ କରିପାରିବେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ