।। ଗୋପାଳପୁର କନ୍ୟା ଆଶ୍ରାମ ସ୍କୁଲ, ଗ୍ରାମବିକାସ ଶିକ୍ଷାନିକେତନ ସ୍କୁଲ ଏବଂ ପେଟ୍ରୋଲ ପମ୍ପ ଠାରେ ଅଗ୍ନିଶମ ବିଭାଗ ର ମକଡ୍ରିଲ ।।

Oct 1, 2023 - 07:14
 0  101
।। ଗୋପାଳପୁର କନ୍ୟା ଆଶ୍ରାମ ସ୍କୁଲ, ଗ୍ରାମବିକାସ ଶିକ୍ଷାନିକେତନ  ସ୍କୁଲ ଏବଂ ପେଟ୍ରୋଲ ପମ୍ପ  ଠାରେ ଅଗ୍ନିଶମ ବିଭାଗ ର ମକଡ୍ରିଲ ।।

ଥୁଆମୂଳ ରାମପୁର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର କନ୍ୟା ଆଶ୍ରମ, ଗ୍ରାମବିକାଶ ଶିକ୍ଷା ନିକେତନ ଏବଂ ପେଟ୍ରୋଲ ପମ୍ପ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିପର୍ଜୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆକଷ୍ମିକ ଭାବେ ନିଆଁ ଲାଗିଲେ ନିଆଁ କୁ କିଭଳି ଆୟତ୍ତ କରାଯିବ ଏବଂ ବିପର୍ଜୟ ସମୟରେ ଯୁବ ଗୋଷ୍ଟିଙ୍କ ଭୂମିକା ସେ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଥିଲା ।

ଏଥିରେ ଅଗ୍ନିଶମ ଅଧିକାରୀ ହାବିଲଦାର ବନମାଳି ପୂଜାରୀ , ହାବିଲଦାର ସୁନିଲ କୁମାର ବେହେରା, ଫାୟାର ମ୍ୟାନ ରଂଜିତ ଖଣ୍ଡଗିରୀ , ପ୍ରସିଦ୍ଧ ପ୍ରଧାନ, ଲକ୍ଷ୍ମଣ ଧରୁଆ, ଏସ ଏ ଅର ଇସଲାମ,ମହେଶ୍ୱର ବେହେରା,ଗୁପ୍ତେଶ୍ୱର କୁଁଅର,ଗଡିଚାଳକ ଶିବ କିଷାନ ଏବଂ ଗୋପାଳପୁର କନ୍ୟ ଆଶ୍ରମ ସ୍କୁଲ,ଗ୍ରାମବିକାସ ଶୀକ୍ଷା ନବକେତନ ଏବଂ ପେଟ୍ରୋଳ ପମ୍ପ ର ସମସ୍ତ ସଦସ୍ୟ ଏବଂ ଛାତ୍ର ଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ବିଭୀନ୍ନ ନିଆଁ ଲିଭାଇବା ,ବନ୍ୟା ବାତ୍ୟା ର ମୁକାବିଲା କରିବାର କୌଶଳ ର ସୀକ୍ଷା ଦିଆଜାଇ ଥିଲା।

 କଳା ହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ