।। ଖଣ୍ଡୁଆଳ ମାଳି ରେ ଆଦିବାସୀ ମାନେ ପର୍ବ ପାଳନ ।।

Mar 31, 2024 - 21:54
 0  25
।। ଖଣ୍ଡୁଆଳ ମାଳି ରେ ଆଦିବାସୀ ମାନେ ପର୍ବ ପାଳନ ।।

ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତ ଅଧୀନ ରେ ଥିବା ଖଣ୍ଡୁଆଳ ମାଳି ଠାରେ ପର୍ବ ପାଳନ ହୋଇଯାଇଛି l ଖଣ୍ଡୁଆ ରାଜା ପର୍ବ ପାଳନ କରା ଗଲା କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ, ଗୁଣପୁର, କର୍ଲା ପାଟ, ନାକରୁଣ୍ଡି,ମାଳି ପଡ଼ା ପାଞ୍ଚୟତ ମଧ୍ୟ୍ୟ ରେ ଅବସ୍ତିତ ଖଣ୍ଡୁଆଳ ମାଳି ଠାରେ ପୂର୍ବରୁ ଆଦିବାସୀ ପରମ୍ପରା ରୁ ପୂଜାଅର୍ଚନା କରି ଆସୁଥିଲେ, ଏବେ ଏହି ପାହାଡ଼ ଉପରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଙ୍କ ନଜର ଆସିଥିବାରୁ ଏହାକୁ ଅଞ୍ଚଳ ବାସୀ କ୍ରାନ୍ତିକାରୀ ରୂପରେ ପାଳନ କରିଆସୁଛନ୍ତି, ଏବଂ ବାହୁରଷ୍ଟ୍ରୀୟ କମ୍ପାନୀ କୁ ଘୋର ବିରୋଧ କରୁଛନ୍ତି, କାରଣ ଏହି ପାହାଡ଼ ଉପରେ 100%ରୁ 99%ଲୋକ ଜୀବନ ଜୀବିକା ନିର୍ଭର ସିଲ ଆଦିବାସୀ ମାନେ ମାଣ୍ଡିଆ, କୋଶଳା, କାଙ୍ଗୁ, କୟା, କାନ୍ଦୁଲ, କଟିଙ୍ଗ,କରି ଜୀବନ ଜୀବିକା ଚଳୁଛନ୍ତି,ଏହି ସବୁ ହରାଇବା, ଭୟରେ ଓ ବିସ୍ଥାପିତ ହେବେ ସେଥିପାଇଁ ଘୋର ବିରୋଧ କରୁଛନ୍ତି ଖଣ୍ଡୁଆଳ ମାଳି ଅଞ୍ଚଳ ବାସୀ ଏହାର ମୁଖ୍ୟ ତ ମାଲ ମାଲ କମ୍ପାନୀ କୁ ହିଁ ବିରୋଧ କରିବାକୁ ପର୍ବ ପାଳନ କରୁଛନ୍ତି ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ