।। କାହା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।।
କଳାହାଣ୍ଡି :(କୋରାପୁଟ ପ୍ରଥମ ଖବର) ଗରିବ ଲୋକ ମାନଙ୍କ ପାଇଁ ସରକାର ମାଲମାଲ ଯୋଜନା କରିଛନ୍ତି ସତ ହେଲେ ଆଜି ବି ଲୋକେ ପଲିଥିନ ରେ ଆଶ୍ରୟ ନେଇ ପାଞ୍ଚ ଜଣ ବସବାସ କରି ଜୀବନ ଜାପନ କରୁଥିବା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଗଡିଆଣି ପଞ୍ଚାୟତ କୁମାରକାନୀ ଗ୍ରାମ ର ମଧୁ ନାଏକ ଙ୍କ ପରିବାର l ବାରମ୍ବାର ଘର ପାଇଁ ପ୍ରଶାସନ ଓ ରାଜନେତାଙ୍କୁ ଅଭିଯୋଗ କରି ଥିଲେ l ଆଜି କାଲି ବର୍ଷା ସମୟ ରେ ଘର ଭାଙ୍ଗି ଭୁଶୁଡି ଯାଇ ପାରେ ପାଞ୍ଚ ଜଣଙ୍କ ଜୀବନ ପ୍ରତି ବିପଦ ଆଡକୁ ଯାଉଛି l ଏହାର କାରଣ ମାଟିର କାନ୍ତ ଓ ବିଭିନ୍ନ ଗଛର ଡାଳ ନେଇ କାନ୍ତ ତିଆରି କରିବା ସହ ପଲିଥିନ କୁ ସାହା ଭରସା କରି ଚାଲିଛନ୍ତି l ଏପରି ଲୋକଙ୍କୁ ଘର ନ ଦେଇ ପ୍ରକୃତି ହିତାଧିକାରୀ ମାନଙ୍କୁ ଦିଆଯାଉ ବୋଲି ଅଭିଯୋଗ କରିଥିଲେ l ଏହି ଲୋକଙ୍କୁ କେବେ ଖଣ୍ଡେ ଘର ଜଗାଇ ଦେବେ ତାହା ଦେଖିବା ସମୟକୁ ଅପେକ୍ଷା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0