।। କଳାହାଣ୍ଡି କିଓସ୍କ ସଂଚାଳକ ସଂଘ କାର୍ଯ୍ୟ କାରୀ କମିଟି ବୈଠକ ।।

Oct 23, 2023 - 11:49
 0  12
।। କଳାହାଣ୍ଡି କିଓସ୍କ ସଂଚାଳକ ସଂଘ  କାର୍ଯ୍ୟ କାରୀ କମିଟି ବୈଠକ ।।

ଆଜି କଳାହାଣ୍ଡି ଜିଲ୍ଲା ଗ୍ରାହକ ସେବା କେନ୍ଦ୍ର (କିଓସ୍କ) ସଂଚାଳକ ସଂଘ ଜିଲ୍ଲାର ସମସ୍ତ ସଭ୍ୟ ବୃନ୍ଦଙ୍କ ସହ ଯୋଗ ରେ ମଦନପୁର ରାମପୁର କଳାହାଣ୍ଡି ଅଧ୍ୟକ୍ଷ ଜିଲ୍ଲା ପରିଷଦ ମାନ୍ୟବର ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ କର୍ତ୍ତବ୍ୟ ପରାୟଣ ନେତା ଆମ ସଂଘର ସଭାପତି ଦାୟିତ୍ଵ ଗ୍ରହଣ ନେବା ସହ ସମସ୍ତ ପରିଚାଳକ ମାନଙ୍କ ସହ ସୌଜନ୍ୟ ମୂଳକ ଆଲୋଚନା କରିବା ସହ କିଓସ୍କ ର ବିଭିନ୍ନ ସମସ୍ୟା ର ସମାଧାନ କିପରି କରାଯିବ ଏବଂ ସି .ଏସ୍.ପି ପ୍ଲସ୍ ରେ ସମସ୍ତ ସି .ଏସ୍.ପି କୁ ସଂଯୋଗ କରାଯିବ ବ୍ୟାଙ୍କ କତ୍ତୃପକ୍ଷ ଏବଂ ପ୍ରଶାସନିକ ସ୍ଥର ରେ ଆଲୋଚନା କରାଯାଇ ସମାଧାନ କରିବା ସହ ଆଶା,ବିଶ୍ୱାସ,ଭରଶା ଆପଣ ମାନଙ୍କ ସହ ସଦା ସର୍ବଦା ଆମ ସଂଚାଳକ ପରିବାର ସହ ଯୋଡ଼ି ହୋଇ ରହିବା ସହ ଆପଣଙ୍କ ଦିଗଦର୍ଶନ ଅଯାଚିତ ସହଯୋଗ, ଅକ୍ଲାନ୍ତ ପରିଶ୍ରମ, ଅଦମ୍ୟ ଚେଷ୍ଟା, ସର୍ବୋପରି ସହାନୁଭୂତିତା, ସର୍ବଦା ଆପଣଙ୍କ ବ୍ୟକ୍ତିଗତ ସହଯୋଗ ରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି କିଓସ୍କ ସଂଚାଳକ ସଂଘ କାର୍ଯ୍ୟ କାରୀ ସଭାପତି ସୁରେନ୍ଦ୍ର ଯୋଶୀ କାର୍ଯ୍ୟ କ୍ରମ କୁ ଆଗେଇ ନେବା ସହ ଶେଷରେ ଧନ୍ୟ ବାଦ ଅର୍ପଣ କରିଥିବା ବେଳେ ସଂପାଦକ:- ସଞ୍ଜୟ ସରାଫ, କୋଷାଧ୍ୟକ୍ଷ:- ରଶ୍ମି ରଞ୍ଜନ ସାହୁ, ଉପସଭାପତି:- ନିରଞ୍ଜନ ପାଢ଼ୀ, ଦିଲୀପ କୁମାର ରାଉତ, ସହ ସମ୍ପାଦ:- ସୁବୋଧ କୁମାର ମିଶ୍ର ଙ୍କ ସହ ଅରୁଣ କୁମାର ସାହୁ, ଅମିତ୍ ସାହୁ,ଭୋଜରାଜ ସାହୁ,ତ୍ରିଲୋଚନ ନାଏକ, କୌଶିକ ସାହୁ, ମୁକେଶ ସାହୁ, ମେଘନାଦ ଭୋଇ , ରୁପେନ୍ଦ୍ର କୁମାର ସାହୁ ସମସ୍ତ ଗ୍ରାହକ ସେବା କେନ୍ଦ୍ର (କିଓସ୍କ ) ପରିଚାଳକ ଉପସ୍ଥିତ ରହି ସହଯୋଗ କରିଥିଲେ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ