ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଏବଂ ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ ସାହୁ.
କନ୍ଧମାଳ ତା:-୧୦/୧୨/୨୫(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)ବାଳକୃଷ୍ଣ ଚର୍ଚ୍ଚି ଗରିବଙ୍କ ଭରସା, ଅସହାୟ ଙ୍କ ସାଥି ଶ୍ରୀ ପ୍ରମୋଦ କୁମାର ସାହୁ ପୁଣି ଥରେ ଜଣେ ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି. ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତ ର ନକୁଳ ପାତ୍ର ଙ୍କ ଦୀର୍ଘ ଦିନ ଧରି ଅଜଣା ରୋଗରେ ପୀଡିତ ହେଉଥିଲେ. ପରିବାର ଲୋକ ଡାକ୍ତରୀ ଚିକିଛା ପାଇଁ ନୟାନ୍ତ ହୋଇଥିଲେ. ଶେଷରେ ଗୁମା ପଂଚାୟତ ସଭାପତି ସୁରେନ୍ଦ୍ର ପରସେଠ ଙ୍କ ଜରିଆରେ ଶ୍ରୀ ପ୍ରମୋଦ କୁମାର ସାହୁ ଙ୍କୁ ଜଣାଇଥିଲେ. ସାଙ୍ଗେ ସାଙ୍ଗେ ଶ୍ରୀ ସାହୁ ବିଧାୟକ ଚକ୍ରମଣୀ କଂହର ଙ୍କୁ ଅବଗତ କରାଇ ଭୁବନେଶ୍ୱର ଏ ମସ କୁ ସ୍ଥାନାନ୍ତର କରିଥିଲେ. ଏବେ ଗୁମା ଅଞ୍ଚଳ ବାସି ଶ୍ରୀ ସାହୁ ଙ୍କୁ ବାଲିଗୁଡା ବିଧାୟକ ଏବଂ ବାଲିଗୁଡା ବିଜେଡି ସଂଯୋଜକ ଶ୍ରୀ ଟୁନା ଦାଶ ସାଧୁବାଦ ଜଣାଇଛନ୍ତି.
What's Your Reaction?
Like
0
Dislike
0
Love
1
Funny
0
Angry
0
Sad
0
Wow
0