।। ଅଭିଭାବକ ଓ ଶିକ୍ଷକ:ଶିକ୍ଷୟିତ୍ରିଙ୍କ ବୈଠକ ଅନୁଷ୍ଠିତ ।।

ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ କଙ୍କଡ଼ାଆମ୍ବ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l
ଏହି ବୈଠକରେ ଗ୍ରାମର ସମସ୍ତ ଅଭିଭାବକ ଉପସ୍ଥିତ ରହି l ପିଲାମାନେ କିଭଳି ଭାବରେ ଉନତ ମାନର ଶିକ୍ଷାଲାଭ କରିପାରିବେ ସେ ଉପରେ ଶିକ୍ଷକ ଓ ଶିକ୍ଷୟିତ୍ରିଙ୍କ ସହିତ ଆଲଚନା କରିଥିଲେ l
ଠିକ ସମୟରେ ପିଲାଙ୍କୁ ସ୍କୁଲ ପଠାଇବା ଓ ସନ୍ଦ୍ୟା ସମୟରେ ଦୁଇ ଘଣ୍ଟା ଘରେ ବସି ପାଠ ପଢ଼ିବାକୁ କହିବେ ବୋଲି ପ୍ରଧାନ ଶିକ୍ଷୟିତ୍ରି ଅଭିଭାବକଙ୍କୁ କହିଥିଲେ l
ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ଡ୍ରେସ, ଆଇଡି କାର୍ଡ ବଣ୍ଟନ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ଶିକ୍ଷକ ମାନେ ସୋହଯୋଗ କରିଥିଲେ l ସେମିଳିଗୁଡ଼ା ରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






