।। ୭୭ତମ ସ୍ବାଧନତା ଦିବସ ପାଳନ ଉତ୍ସବ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ।।

Aug 15, 2023 - 12:03
 0  19
।। ୭୭ତମ ସ୍ବାଧନତା ଦିବସ ପାଳନ ଉତ୍ସବ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ।।

ଆଜି ଭାରତ ବର୍ଷ ରେ ୭୭ତମ ସ୍ବାଧିନତା ଦିବସ ଉପଲକ୍ଷେ ବଡ କର୍ଲକୋଟ ଗ୍ରାମ ପଞ୍ଚାୟତ ରେ ଧୁମ୍ ଧାମରେ ପାଳିତ ଦେଶ ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।

ଆଜି ଆମ ଦେଶର ବିର ପୁରୁଷ ମାନଙ୍କ ପାଇଁ ଜୟ ଜୟ ର ନାରା ଦେଇ ତାଙ୍କର ବିରତ୍ଵ ପାଇଁ ଭାରତ ର ଗାଁ ସହର ବିଦ୍ୟାଳୟ ଅଫିସ ଭଳି ଅନେକ ଜାଗାରେ ଗୋତ ୧୯୪୭ ମସିହାରୁ ପାଳିତ କରାଯାଉଛି ।

ବଡ କର୍ଲାକୋଟ ଗ୍ରାମ ପଞ୍ଚାୟତର ରେ ସରପଞ୍ଚ , ପି ଇ ଓ, ଜି ଅର୍ ଏସ୍, ୱାର୍ଡ ମେମ୍ବର ଏବଂ ଗାଁ ସାଥି ଙ୍କ ସହ ଅନେକ ଅତିଥି ଏବଂ ପଞ୍ଚାୟତ ବାସି ତଥା ବଡ କରଲାକୋଟ ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସହିତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରି ସମସ୍ତ ଦେଶ ଭକ୍ତି ଙ୍କ ନାମରେ ଜୟ ଜୟ ଗାନ କରି ପତାକା ଉତ୍ତଳନ କୁ ସମାପ୍ତ କରାଗଲା ଜୟ ହିନ୍ଦ୍ ଜୟ ଭାରତ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ