।। ସେମିଳିଗୁଡ଼ା ଠାରୁ ଜଗା ଦର୍ଶନରେ ବାହାରିଲେ ଭକ୍ତ ।।

ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଠାରୁ ଅଞ୍ଚଳର ଶ୍ରଦ୍ଧାଳୁ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ବାହାରିଛନ୍ତି l ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଶ୍ରଦ୍ଧାଳୁ ମାନେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଗସ୍ତ କରିଛନ୍ତି l ଆଜି ସକାଳେ ସେମିଲିଗୁଡା ବ୍ଲକ ଠାରେ ଆସି ଏକାଠି ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସତନ୍ତ୍ର ବସ ଜଗେ ବାହାରି ଯାଇଥବା ଜଣାପଡ଼ିଛି l ରାଜ୍ୟ ସରକାରଙ୍କ ଏମିତି ଏକ ସୁଯଗ ସୃଷ୍ଟି କରାଇ ପୁରୀ ଶ୍ରୀଜଗନ୍ନାଥ ଦର୍ଶନକୁ ନେଇ ଭକ୍ତଙ୍କ ମନରେ ବେଶ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି l ସେମିଲିଗୁଡା ବ୍ଲକ ଠାରୁ 340 ଜଣ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ବାହାରି ଯାଇଥିବା ବେଳେ ଭକ୍ତ ମାନେ କିଭଳି ଶାନ୍ତି ଶୃଙ୍କଳାରେ ଯାଇ ଆସିବେ ସେ ଉପରେ ବ୍ଲକ ପ୍ରଶାସନ ତରପରୁ ଭିତ୍ତିପ୍ରସ୍ତ କରିଚାଡ଼ିଥିବା ଜଣାପଡ଼ିଛି l
(ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲ )
What's Your Reaction?






