।। ସାନ ବୋଲେନ ପାଳନ କଲେ ବିରିକୋଟ ବାସି ।।

Jun 13, 2023 - 19:27
 0  49
।। ସାନ ବୋଲେନ ପାଳନ  କଲେ ବିରିକୋଟ ବାସି ।।

ପୂର୍ବ କାଳରେ ହିନ୍ଦୁ ଧର୍ମର ଲୋକଙ୍କୁ ଅନେକ ରୋଗରେ ଆକ୍ରାନ୍ତ ହୋଇ ବହୁତ ଲୋକଙ୍କ ମୃତ୍ୟୁ ଦେଖି ଭୟଙ୍କର ଶୁକ ସାୟା ଖେଳିବା ଯୋଗୁ

ଲୋକ ଭୟରେ ମନେ ମନେ ଅନେକ ପ୍ରକାର ପୂଜା ଦେବା ପାଇଁ ମାନସିକ ହେଲା ପରେ ମୃତ୍ୟୁ ଥମିଥିଲା ବୋଲି ଆଜିର ଦୁନିଆରେ ସେହି ଭୟରେ ମାଁ ଠାକୁରାଣୀ ଦେବୀଙ୍କୁ ପ୍ରତି ବର୍ଷ ସାନ ବାଲେନ କରିଥିବା ଗ୍ରାମର ଦେବୀ ସେବକ ପ୍ରକାଶ କରିଥିବା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ର ସାନ ବାଲେନ ପାଳନ ହୋଇଯାଇଛି l

ମୁଖ୍ୟ ତ ଗ୍ରାମ ର ସମସ୍ତ ପ୍ରାଣୀ ଆରୋଗ୍ୟ ରେ ରହିବା, ଶାନ୍ତି ଶୃଙ୍ଖଳା, ଚାଷୀ ମାନଙ୍କ ଫସଲ ଅଧିକ ଅମଳ କରିବା ପାଇଁ ମାଁ ମାଟି କୁ ପୂଜା କରିଆସୁଛନ୍ତି ବୋଲି ଜଣାପଡିଛି l ଗାଁ ମଝିର ପଡା ରେ ଏକ ଭଣ୍ଡାର ଓ ଗୌଡ଼ ସାହି ରେ ଏକ ଭଣ୍ଡାର କରି ଦୁଇ ଭଣ୍ଡାର ରେ ଅନେକ ପୁରୁଷ ମହିଳା ଅନେକ ଦେବଦେବୀ ଖେଳ କରି ଏକାଠି ହୋଇ ବଲେନ ଭଟ୍ଟା କୁ ଦେବୀ ଖେଳ ନୃତ୍ୟ କରି କରି ଭଟ୍ଟା କୁ ଯାଇ ଥିଲେ l ଏହି ପର୍ବ କୁ ନେଇ ଗ୍ରାମ ବାସି ବହୁ ଆନନ୍ଦ ଛାୟା ହୋଇଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ