।। ସାଇବର କ୍ରାଇମ ସଚେତନା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ।।

Apr 27, 2023 - 17:18
Apr 27, 2023 - 17:19
 0  15
।। ସାଇବର କ୍ରାଇମ ସଚେତନା  କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ।।

ପୁରୀ ଶ୍ରୀକ୍ଷେତ୍ର କଲୋନୀ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଅରବିନ୍ଦ ଶତପଥୀ ଙ୍କ ସଞ୍ଜଜନା କ୍ରମେ ହେଲ୍ପଜ ଇଣ୍ଡିଆ ସହାୟତାରେ ସ୍ଥାନୀୟ ମଙ୍ଗଳା ମନ୍ଦିର ରେ ବୟସ୍କ ନାଗରିକ ମାନଙ୍କ ମଧ୍ୟରେ ଏକ କର୍ମଶଳା ଆୟଜିତ ହୋଇ ବିଭିନ୍ନ ଅନ୍ ଲାଇନ୍ ସର୍ତ୍ତକତା ଉପାୟ ବିଷୟରେ ବିସୃତ ଆଲୋଚନା ହୋଇଯାଇଛି l ଏଥିରେ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ଦାଶ, କୋଷାଦକ୍ଷ ଶ୍ରୀ ନିରଞ୍ଜନ ସାହୁ, ପୁରୀ ରୋଟାରୀ କ୍ଲବ ର ଶ୍ରୀ ରବି ଶଙ୍କର ମହାପତ୍ର, ପୁରୀ ବରିଷ୍ଠ ନାଗରିକ ଫୋରମ ରୁ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାରଦାଶ,ଗୋଲଖ ଚନ୍ଦ୍ର ଯେନା ଯୋଗ ଦେଇଥିଲେ l ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆଙ୍କୁ ସମ୍ମାନିତ କରାଯାଇଥିଲା l ଶେଷରେ ସହ ସମ୍ପାଦକ ରମେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହାକୁ ଗୋବିନ୍ଦ ଦାଶଘୋଷ , ଶ୍ରୀଯୁକ୍ତ ଅର୍ଜ୍ଜୁନ ପ୍ରଧାନ, ପ୍ରଶାନ୍ତ ମହାନ୍ତି ପ୍ରମୁଖ ପରିଚଳନା କରିଥିଲେ l ଶେଷରେ ପ୍ରାସାଦ ସେବନ ବେବାସ୍ତା ହୋଇଥିଲା l ପୁରୀରେ ଏହିଭଳି ପ୍ରୟାସକୁ ପୁରୀବାସି ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ ସମସ୍ତ ବରିଷ୍ଟ ନାଗରିକ ମାନେ ଉପଲବ୍ଧତା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶ୍ରୀ ଗୋପାଳ ଚନ୍ଦ୍ର ମେକାପ, ସହଯୋଗ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ