।। ଲମତାପୁଟ ଏରିଆରୁ ୨୦୫ କେଜି ଗଞ୍ଜେଇ ଜବତ ।।

Apr 4, 2023 - 17:02
Apr 4, 2023 - 17:08
 0  29
।। ଲମତାପୁଟ ଏରିଆରୁ ୨୦୫ କେଜି ଗଞ୍ଜେଇ ଜବତ ।।

କୋରାପୁଟ ଜିଲ୍ଲା ଲମତାପୁଟ ଥାନା ଅନ୍ତର୍ଗତ ବଡ଼କିଚବା ଗାଁରୁ ୨୦୫ କେଜି ଗଞ୍ଜେଇ ଜବତ , ଚଢ଼ାଉ କରି ଜବତ କଲା ମାଛକୁଣ୍ଡ ପୋଲିସ, ଘର ମାଲିକଙ୍କୁ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ